www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୪ଟା ମୁଖ୍ୟ ଖବର

ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ; ରାଜ୍ୟ ପାଇଁ ନୂଆ ଗାଇଡଲାଇନ

ସମଗ୍ର ରାଜ୍ୟରେ ଗଡିବ ବସ ; ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ

- Advertisement -

କାଟେଗୋରୀ-ଏରେ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ

କାଟେଗୋରୀ-ବିରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ

କାଟେଗୋରୀ-ବିରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହାସହ ଏଠାରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ

ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ, ସେଲୁନ ଆସନ୍ତା କାଲି ଠାରୁ ଖୋଲିବ

ହୋଟେଲ ଓ ରେସ୍ତୋରାଁରେ କେବଳ ପାର୍ସଲ ପାଇଁ ଅନୁମତି ; ବିବାହ ଓ ଶୁଦ୍ଧି କାର୍ଯ୍ୟରେ ପୂର୍ବପରି କଟକଣା ବଳବତ୍ତର

ମଲ୍‍, ସିନେମା ହଲ, ପାର୍କ ପୂର୍ବ ପରି ବନ୍ଦ ରହିବ

ଭୁବନେଶ୍ୱର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଏକ୍ମୋ ମେସିନ ଉଦଘାଟିତ; ସପ୍ତାହକ ମଧ୍ୟରେ ଆରମ୍ଭ ହେବ ଚିକିତ୍ସା

ସ୍ୱାଧୀନତାର ୭୫ ବର୍ଷ ପରେ ରାଜଦ୍ରୋହ ଆଇନ ଆଉ ଆବଶ୍ୟକ କି? କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ

ଅମ୍ରିତା ଶେର ଗିଲଙ୍କ ଦ୍ୱାରା ଅଙ୍କିତ ଚିତ୍ର ୨୭.୮ କୋଟି ଟଙ୍କାରେ ନିଲାମ

ବାରାଣସୀରେ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଜମ୍ମୁ ବାୟୁସେନା ସ୍ଥଳ ନିକଟରେ ପୁଣି ଉଡିଲା ଡ୍ରୋନ

ଏଟିଏସ ଦ୍ୱାରା ଗିରଫ ଦୁଇ ଆତଙ୍କବାଦୀଙ୍କୁ ଆଇନଗତ ସହାୟତା ଦେବ ଜମାତ ଉଲେମା ଇ ହିନ୍ଦ୍‍

ପାକିସ୍ତାନ ସୀମାକୁ ଲାଗିଥିବା ଆଫଗାନ ଅଞ୍ଚଳ ଦଖଲ କଲା ତାଲିବାନ

ତୈଳଦର ବୃଦ୍ଧି ପ୍ରତିବାଦରେ ବାମଦଳ ଗୁଡିକ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା

ରାଜ୍ୟରେ ଦିନକ ମଧ୍ୟରେ ୨୧୧୦ ନୂଆ ସଂକ୍ରମିତ ଚିହ୍ନଟ ; ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୨୧୩ ଏବଂ ସ୍ଥାନୀୟ ସଂକ୍ରମିତ ୮୯୭

୨୪ ଘଣ୍ଟାରେ ୭୨,୩୨୨ ନମୁନା ପରୀକ୍ଷା

ସଂକ୍ରମଣ ହାର ୨.୯୨% ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; କରୋନା ଜନିତ ମୃତ୍ୟୁସଂଖ୍ୟା ୪୮୬୧

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୦୬ ନୂଆ ସଂକ୍ରମିତ ଚିହ୍ନଟ

ଗୋଟିଏ ଦିନରେ ୩୯,୧୩୦ ଆକ୍ରାନ୍ତ ସୁସ୍ଥ ; ମୋଟ ୩,୦୧,୪୩,୮୫୦ ଜଣ କରୋନାରୁ ଆରୋଗ୍ୟଲାଭ କରିସାରିଛନ୍ତି

ଦେଶରେ ସଂପ୍ରତି ୪,୩୨,୦୪୧ ଜଣ ସଂକ୍ରିୟ ସଂକ୍ରମିତ

ସମଗ୍ର ଦେଶରେ ୪୩.୮୦ କୋଟି ନମୁନା ପରୀକ୍ଷା

ଦୈନିକ ସଂକ୍ରମଣ ହାର ୨.୧୫% ; ସାପ୍ତାହିକ ସଂକ୍ରମଣ ହାର ୨.୨୧% ; ସୁସ୍ଥହେବା ହାର ୯୭.୨୮%

ଅଲିମ୍ପିକ୍‌ସରେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଗୀତ ଉନ୍ମୋଚିତ

ଆଧାର କାର୍ଡ ଥିଲା ବୋଲି, ୮ବର୍ଷ ପରେ ଘରକୁ ଫେରିଲା ନିଖୋଜ ବାଳକ

ଅଦାଲତ ଆଶ୍ଚର୍ୟ୍ୟ, ୨୦୧୫ରୁ ଆଇନ ଉଚ୍ଛେଦ କିନ୍ତୁ ବନ୍ଦ ହେଉନି ମାମଲା ରୁଜୁ

ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ ; ୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ

ଅତିଥି ଅଧ୍ୟାପକଙ୍କ ଭରସାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ

ଅଦାଲତ ଆଶ୍ଚର୍ୟ୍ୟ, ୨୦୧୫ରୁ ଆଇନ ଉଚ୍ଛେଦ କିନ୍ତୁ ବନ୍ଦ ହେଉନି ମାମଲା ରୁଜୁ

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories