www.samajalive.in
Monday, December 15, 2025
17.1 C
Bhubaneswar

ସୁଦାନରୁ ଫେରିଲେ ୩୮୦୦ ଭାରତୀୟ: ଦୂତାବାସ ସୂଚନା ଆଉ ଫେରିବାକୁ ନାହାନ୍ତି କେହି ଭାରତୀୟ

ଡେସ୍କ: ଯୁଦ୍ଧତ୍ରସ୍ତ ସୁଦାନରୁ ଏପର୍ଯ୍ୟନ୍ତ ୩ ହଜାର ୮୦୦ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଅଣାଯାଇଥିବା ଜଣାପଡିଛି। ଅପରେସନ କାବେରୀ ଅଧୀନରେ ସେମାନଙ୍କୁ ଭାରତକୁ ଫେରାଇ ଅଣାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସେଠାରେ ଥିବା ଭାରତୀୟ ଦୂତାବାସ କହିଛି ଯେ ଭାରତ ଫେରିବା ପାଇଁ ଆଉ କୌଣସି ଭାରତୀୟ ସୁଦାନ ବନ୍ଦରରେ ଅପେକ୍ଷା କରିନାହାନ୍ତି।

ସୂଚନା ଅନୁଯାୟୀ, ୫ଟି ଭାରତୀୟ ନୌଯାହାଜ ଏବଂ ୧୭ଟି ଭାରତୀୟ ବାୟୁସେନା ଜାହାଜ ସହାୟତାରେ ଫସି ରହିଥିବା ଭାରତୀୟଙ୍କୁ ପୋର୍ଟ ସୁଦାନରୁ ସୁରକ୍ଷିତ ଉଦ୍ଧାର କରାଯାଇ ଭାରତ ଅଣାଯାଇଛି। ଇତି ମଧ୍ୟରେ ରିୟାଧରେ ଥିବା ଭାରତୀୟ ଦୂତାବାସ କହିଛି ଯେ ସୁଦାନରୁ ଆଜିଠାରୁ ନେବାଆଣିବା ବ୍ୟବସ୍ଥା ବନ୍ଦ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories