www.samajalive.in
Saturday, December 6, 2025
16.1 C
Bhubaneswar

୫୦ ବର୍ଷ ପରେ ଶକ୍ତିଶାଳୀ ଯୋଗ ; ଏକାଠି ହେବେ ଗୁରୁ-ବୁଧ, ଏହି ରାଶି ହେବେ ଭାଗ୍ୟବାନ୍‌, କିଣିବେ ଘର, ଗାଡି, ହଠାତ୍‌ ହେବେ ଧନୀ, ଦରମା ବି ବଢିବ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚଳନ କରି ଥାନ୍ତି । ଅନ୍ୟ ଗ୍ରହ ସହ ଏକାଠି ହୋଇ ଶକ୍ତିଶାଳୀ ଯୋଗ ସୃଷ୍ଟି କରି ଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟ ଚମକିଥାଏ । ଜ୍ୟେତିଷ ଗଣନାନୁସାରେ ଖୁବ୍‌ ଶୀଘ୍ର ବୁଧ ଓ ଗୁରୁ ଗ୍ରହ ଏକାଠି ହେବାକୁ ଯାଉଛନ୍ତି । ବୁଧ ଓ ଗୁରୁ ଏକାଠି ହେବା ଦ୍ୱାରା ଏକ ଶକ୍ତିଶାଳୀ ଯୋଗ ସୃଷ୍ଟି ହୋଇଥାଏ । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ କେଉଁ ରାଶିଙ୍କ ଭାଗ୍ୟ ଚମକିବା ସହ ଆୟରେ ବୃଦ୍ଧି, ଚାକିରିରେ ପଦନ୍ନୋତି ଆଦି ହୋଇଥାଏ । ଜାଣନ୍ତୁ..

ମକର- କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ନୂଆ ଦାୟିତ୍ୱ ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ନୂଆ ନୂଆ ଯୋଜନା କରିବେ । ଗୋଟିଏ ପରେ ଗୋଟିଏ ସଫଳତା ମିଳିବ ।

- Advertisement -

ମିଥୁନ- ଆୟରେ ବୃଦ୍ଧି ହେବ । ଧନ ସମ୍ପତ୍ତି ମାମଲାରେ ଲାଭବାନ୍‌ ହେବେ । ଅଟକି ଥିବା କାମ ପୂରଣ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ନୂଆ ଚାକିରିର ଯୋଗ ରହିଛି । ସଫଳତା ମିଳିବା ସହ ହଠାତ୍‌ ଧନ ପ୍ରାପ୍ତି ହେବ ।

କନ୍ୟା- ଶୁଭଫଳ ମିଳିବ । ନୂଆ ଘର, ଗାଡି, ଭୂମି କିଣିବାର ଯୋଗ ରହିଛି । ଦେଶ ବିଦେଶ ଯାତ୍ରା କରିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ପରିଶ୍ରମର ଫଳ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଜୀବନସାଥୀଙ୍କ ଉନ୍ନତି ହେବ ।

ମାତ୍ର ୬୦ ମିନିଟ୍‌ରେ ଡ୍ରୋନ୍‌ରେ ଆସି ଘରେ ପହଞ୍ଚିବ ସ୍ମାର୍ଟଫୋନ୍‌; ଆମାଜନ୍‌ ଆରମ୍ଭ କଲା ସେବା

 

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories