ମାତ୍ର ୬୦ ମିନିଟ୍‌ରେ ଡ୍ରୋନ୍‌ରେ ଆସି ଘରେ ପହଞ୍ଚିବ ସ୍ମାର୍ଟଫୋନ୍‌; ଆମାଜନ୍‌ ଆରମ୍ଭ କଲା ସେବା

ନୂଆଦିଲ୍ଲୀ : ଇ-କମର୍ସ କମ୍ପାନୀଗୁଡ଼ିକ ଲଗାତାର ସେମାନଙ୍କ ସେବାକୁ ବିସ୍ତାର କରିଥାନ୍ତି। ଏହାକୁ ଆହୁରି ଉନ୍ନତ ଏବଂ ଦ୍ରୁତ କରିବା ପାଇଁ। ଲୋକପ୍ରିୟ ଇ-କମର୍ସ ପ୍ଲାଟଫର୍ମ ଆମାଜନ ମଧ୍ୟ ଏହାର ସେବାକୁ ବିସ୍ତାର କରିଛି । ଏବେ ଆମାଜନ୍‌ ଡ୍ରୋନ ମାଧ୍ୟମରେ ସ୍ମାର୍ଟଫୋନ ବିତରଣ କରିବା ଆରମ୍ଭ କରିଛି। ୬୦ ମିନିଟ୍ କିମ୍ବା ତା’ଠାରୁ କମ୍ ସମୟରେ ଡେଲିଭରି କରାଯିବ ବୋଲି କମ୍ପାନୀ ଦାବି କରିଛି । କମ୍ପାନୀ ଏବେ ଡ୍ରୋନ୍ ମାଧ୍ୟମରେ ଘରେ ଘରେ ଆଇଫୋନ୍‌, … Continue reading ମାତ୍ର ୬୦ ମିନିଟ୍‌ରେ ଡ୍ରୋନ୍‌ରେ ଆସି ଘରେ ପହଞ୍ଚିବ ସ୍ମାର୍ଟଫୋନ୍‌; ଆମାଜନ୍‌ ଆରମ୍ଭ କଲା ସେବା