www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୨ଟା ମୁଖ୍ୟ ଖବର

ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଫେରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ; ପାଣିପାଗ ବିଭାଗ ପକ୍ଷରୁ ସୂଚନା..

ଆଜି ଆଶ୍ବିନ କୃଷ୍ଣ ଅଷ୍ଟମୀ ବା ପବିତ୍ର ମୂଳାଷ୍ଟମୀ, ଶକ୍ତିପୀଠ ଚଳଚଞ୍ଚଳ, ଷୋହଳ ଦିନ ପାଇଁ ଦେବୀଙ୍କ ପୂଜାର୍ଚ୍ଚନା ଓ ସ୍ବତନ୍ତ୍ର ବେଶ..

- Advertisement -

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଆଜି ଦ୍ବିତୀୟ ମ୍ୟାଚ, ହାଇଦରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ନେଦରଲାଣ୍ଡସ ଓ ପାକିସ୍ତାନ ମଧ୍ୟରେ ମୁକାବିଲା..

ଏସୀୟ କ୍ରୀଡା : ପୁରୁଷ କ୍ରିକେଟରେ ବାଂଲାଦେଶକୁ ୯ ୱିକେଟରେ ପରାସ୍ତ କରି ଫାଇନାଲରେ ଭାରତ..

ଏସୀୟ କ୍ରୀଡା : ପଦକ ସଂଖ୍ୟା ୮୭କୁ ବୃଦ୍ଧି, ତୀରନ୍ଦାଜୀ ମହିଳା ରିକର୍ଭ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଲା ଭାରତ..

ମୁମ୍ବାଇ ଗୋରେଗାଓଁରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୭ ଜଣଙ୍କ ମୃତ୍ୟୁ, ୪୬ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି..

ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ, ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ଖେଳିବା ନେଇ ସନ୍ଦେହ, ଆଜି ପୁଣି ଥରେ ଟେଷ୍ଟ ରିପୋର୍ଟ ପରେ ଚୂଡ଼ାନ୍ତ ନିଷ୍ପତ୍ତି..

ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି, ଏବେ ମଧ୍ୟ ଶତାଧିକ ନିଖୋଜ, ସେନା ଓ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି..

ରେପୋ ରେଟ୍‌‌ ଅପରିବର୍ତ୍ତିତ ; ସାମ୍ବାଦିକ ସମ୍ମିଳନୀରେ ଆର୍‌‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସୂଚନା..

ଅତ୍ୟାଧୁନିକ ଏଲଆରଏସଏଚଏମଏ-୦୧ ମିଜାଇଲର ବ୍ୟବହାରିକ ପରୀକ୍ଷଣ..

ଭଦ୍ରକ ଅବଦୁଲ କଲାମ ଦ୍ୱୀପରୁ ହେଲା ବ୍ୟବହାରିକ ପରୀକ୍ଷଣ..

କେନ୍ଦୁଝର : ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ..

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ପୋଷ୍ଟ ; ସୋସିଆଲ ମିଡିଆରେ ପତ୍ନୀ ବର୍ଷାଙ୍କୁ ଅନୁଭବ ବନ୍ଧୁତାର ସନ୍ଦେଶ ଦେଇଛନ୍ତି ..

ଅନୁଭବ ଲେଖିଛନ୍ତି, ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଏ, ‘ବିବାହ ବିଚ୍ଛେଦ ପରେ କଣ ଆମେ ଭଲ ବନ୍ଧୁ ହୋଇ ରହିପାରିବାନି’, ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ନହେଉ..

ରାଜଧାନୀରେ ଘରୋଇ ମେଡିକାଲ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ; ଡେଣ୍ଟାଲ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ଆତ୍ମହତ୍ୟା..

ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ.. ଏସୀୟ କ୍ରୀଡା ପୁରୁଷ କବାଡି ଫାଇନାଲରେ ଭାରତ..

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories