ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ
ନ୍ୟୁୟର୍କ ରାଜରାସ୍ତାରେ ବିକ୍ଷୋଭ ବେଳେ ‘ନୋ ୱାର ଅନ୍ ଇରାନ’ ପୋଷ୍ଟର ଧରି ନାରାବାଜି..
ସୁନ୍ଦରଗଡ : ବାଇକକୁ ପଛରୁ ପିଟିଲା ଟ୍ରକ୍ , ଦୁଇ ମୃତ, ଜଣେ ଗୁରୁତର..
ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି
ଅଭୟ ସିଂହ, ରାକେଶ ସିଂହ ଓ ମନୋଜ ପାଣ୍ଡେ ବହିଷ୍କୃତ..
ଇରାନ୍-ଇସ୍ରାଏଲ ଯୁଦ୍ଧ ; ଇସ୍ରାଏଲ୍କୁ କ୍ଷମା କରାଯିବା ନାହିଁ- ଖାମନେଇ
କାରକୁ ବଞ୍ଚାଇବାକୁ ଯାଇ ଇଲେକଟ୍ରିକ ଖୁଣ୍ଟରେ ପିଟି ହେଲା ବସ୍, ୫ ଯାତ୍ରୀ ଆହତ..
ବାରିପଦା : ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳିମାଡ..
ଡାଇରିଆର ନୂଆ କେସ୍ କମିଛି : ସ୍ଵାସ୍ଥ୍ୟ ମନ୍ତ୍ରୀ..



