ଶିମଲା: ହିମାଚଳପ୍ରଦେଶର ଶିମଲା ଜିଲାରେ ଶନିବାର ଏକ ସଡ଼କୁ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଯାଇଛି। ନ୍ୟୁଣି ରୋଡ଼ ସ୍ଥିତ କୁଡ୍ଡୁଠାରୁ ୩କିମି ଦୂର ସନେଲଠାରେ ଏହି ଜିପଟି ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିଥିଲା। ଶିମଲା ପୁଲିସ ଅଧିକ୍ଷକ ଓମପତି ଜାମବାଲଙ୍କ ସୂଚନା ଅନୁଯାୟୀ ଜଣେ ଶିଶୁଙ୍କ ସମେତ ୩ଗୁରୁତରଙ୍କୁ ଶିମଲାସ୍ଥିତ ରୋହରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସାରତ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଯାଇ ଥିଲା।
Popular Categories



