www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଆସୁଛନ୍ତି ଅମିତ ଶାହ: ରାଜ୍ୟରେ ବିଜେପି ପ୍ରଚାରର ବିଗୁଲ ଫୁଙ୍କିବେ କେନ୍ଦ୍ର ଗୃହମନ୍ତ୍ରୀ..

ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନରେ ସୋନପୁରରେ ବିଶାଳ ଜନସଭାକୁ ଦେବେ ଉଦବୋଧନ..

- Advertisement -

ସାଢେ ୧୧ଟା ସୁଦ୍ଧା ୪୧.୧ ଡିଗ୍ରୀ ସହ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର..

ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା: ଆସନ୍ତା ୫ ଦିନ ପାଇଁ ୧୭ ଜିଲ୍ଲାକୁ ସିଭିୟର ହିଟଓ୍ବେଭ୍ ସତର୍କତା ଜାରି କଲା ପାଣିପାଗ ବିଭାଗ..

୨୭ ଏବଂ ୨୮ରେ ତାତି ହେବ ଅସମ୍ଭାଳ..

କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..

ବାଲୁଗାଁରେ ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ: ହେଲପର ମୃତ..

ପ୍ରକାଶ ପାଇଲା ଜେଇଇ ମେନ ସେସନ୍-୨ ରେଜଲ୍ଟ: ୫୬ ଜଣ ପରୀକ୍ଷାର୍ଥୀ ରଖିଛନ୍ତି ଶହେ ପ୍ରତିଶତ ନମ୍ବର..

ବୌଦ୍ଧ କଣ୍ଟାମାଳ ଥାନା ପଢେଲ ଡ୍ୟାମ୍ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ..

ସକାଳୁ ଅସହ୍ୟ ତାତି: ସା​‌ଢେ ୮ ସୁଦ୍ଧା ପାରଦ ଛୁଇଁଲା ୩୬ ଡିଗ୍ରୀ , ୩୬ ଡିଗ୍ରୀ ସହ ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର..

ଆନନ୍ଦପୁର କାଠକଟା ଗାଁରେ ଅଭାବନୀୟ ଘଟଣା : ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ପୋଡି ହୋଇ ସ୍ଵାମୀ ଗୁରୁତର..

ମେ ମାସରେ ଆପଣଙ୍କ ଜନ୍ମ କି? ଜାଣନ୍ତୁ ନିଜ ବିଷୟରେ ଜଣା ଅଜଣା କଥା..

ସୋରରେ : ଗୁଗଲରେ ପାର୍ଟ ଟାଇମ ଜବ୍ ସର୍ଚ୍ଚ କରି ଅଇଁରି ଗାଁର ଯୁବକ ହରାଇଲେ ୬୨ ହଜାର ଟଙ୍କା..

ମୋହନାରେ ପିକଅପ୍‌ ଭ୍ୟାନରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ..

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories