ମେ ମାସରେ ଆପଣଙ୍କ ଜନ୍ମ କି? ଜାଣନ୍ତୁ ନିଜ ବିଷୟରେ ଜଣା ଅଜଣା କଥା..

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେ ମାସରେ ସୂର୍ଯ୍ୟ ମେଷ ଓ ବୃଷ ରାଶିରେ ଗତି କରନ୍ତି। ଏହି କାରଣରୁ ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କ ନିକଟରେ ଏହି ଗ୍ରହଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ। ମେ ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ଗୁଣ, ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ଜାଣନ୍ତୁ.. କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ.. … Continue reading ମେ ମାସରେ ଆପଣଙ୍କ ଜନ୍ମ କି? ଜାଣନ୍ତୁ ନିଜ ବିଷୟରେ ଜଣା ଅଜଣା କଥା..