www.samajalive.in
Saturday, December 6, 2025
26.1 C
Bhubaneswar

ମେ ମାସରେ ଆପଣଙ୍କ ଜନ୍ମ କି? ଜାଣନ୍ତୁ ନିଜ ବିଷୟରେ ଜଣା ଅଜଣା କଥା..

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେ ମାସରେ ସୂର୍ଯ୍ୟ ମେଷ ଓ ବୃଷ ରାଶିରେ ଗତି କରନ୍ତି। ଏହି କାରଣରୁ ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କ ନିକଟରେ ଏହି ଗ୍ରହଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ। ମେ ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ଗୁଣ, ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ଜାଣନ୍ତୁ..

କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..

- Advertisement -

ମେ ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ନିଜ କଥାକୁ ଅନ୍ୟ ଜଣଙ୍କ ସାମ୍ନାରେ ରଖିବାକୁ ସଫଳ ହୋଇଥାଆନ୍ତି। ସମସ୍ୟାର ସାମ୍ନା ମଧ୍ୟ ସହଜରେ କରି ଥାଆନ୍ତି। ନୂଆ ନୂଆ ତଥ୍ୟ ତଥା ଜିନିଷ ବିଷୟରେ ଜାଣିବା ପାଇଁ ଏମାନେ ଖୁବ୍ ଆଗ୍ରହୀ। ଏମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଗୁଣ ରହିଥାଏ। ଭବିଷ୍ୟ ବିଷୟରେ ଅଧିକ ଚିନ୍ତା ମଧ୍ୟ କରନ୍ତି।

ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..

ନୂଆ ନୂଆ ଜିନିଷ ବିଷୟରେ ଜାଣିବା ସହ ଏହାର ସନ୍ଧାନ କରିବା ଏମାନେ ଖୁବ୍ ପସନ୍ଦ କରି ଥାଆନ୍ତି। ନୂତନ ଶୈଳୀ ବ୍ୟବହାର କରି ଶିକ୍ଷା ହାସଲ କରିବାକୁ ପସନ୍ଦ କରି ଥାଆନ୍ତି। ମେ ମାସରେ ଜନ୍ମିତ ବ୍ୟକ୍ତି ବିଶେଷ ଚିତ୍ରାଙ୍କନ, ଫଟୋଗ୍ରାଫି, କ୍ରିଏଟିଭ୍ କାର୍ଯ୍ୟକଳାପ, ପାଠପଢାରେ ମଧ୍ୟ ଏମାନଙ୍କର ଖୁବ ସଉକ। ଏମାନେ ନିଜ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି କରି ଥାଆନ୍ତି।
ମେ ମାସରେ ଜନ୍ମିତ ବ୍ୟକ୍ତିବିଶେଷ ସଭିଁଙ୍କ ସହ ମିଳିମିଶି ରହିବାକୁ ପସନ୍ଦ କରି ଥାଆନ୍ତି। ଏମାନଙ୍କ ନିକଟରେ ସହାନୁଭୂତିର ଭାବନା ରହିଥାଏ। ସମ୍ପର୍କକୁ ଏମାନେ ଭଲ ଭାବେ ବୁଝନ୍ତି। ଏମାନେ ବ୍ୟବସାୟରେ ମଧ୍ୟ ସଫଳତା ହାସଲ କରନ୍ତି।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories