www.samajalive.in
Saturday, December 6, 2025
17.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ : ମହାକୁମ୍ଭ ମେଳା ବିକାଶମୂଳକ କାମର କରିବେ ସମୀକ୍ଷା, ଭେଟି ଦେବେ ସାଢେ ୫ ହଜାର କୋଟିର ପ୍ରକଳ୍ପ , ଗଙ୍ଗା ଆଳତୀ ସହ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ..

ଜାଡରେ ଥରୁଛି ସାରା ଓଡ଼ିଶା, ୧୦.୨ ଡିଗ୍ରୀ ସହ ରାଉରକେଲା ସବୁଠୁ ଥଣ୍ଡା ସହର..

- Advertisement -

ତାମିଲନାଡୁର ଘରୋଇ ହସ୍ପିଟାଲ୍‌ରେ ବଡ ଧରଣର ଅଗ୍ନିକାଣ୍ଡ, ୭ ମୃତ, ଏକାଧିକ ଆହତ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା..

ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ସଂସଦରେ ବିତର୍କ : ଲୋକସଭାରେ ମତ ରଖିବେ ବିଭିନ୍ନ ଦଳର ସାଂସଦ, ଶନିବାର ମତ ରଖିବେ ପ୍ରଧାନମନ୍ତ୍ରୀ..

୧୬ ଏବଂ ୧୭ ତାରିଖରେ ରାଜ୍ୟସଭାରେ ହେବ ବିତର୍କ..

ଛତିଶଗଡ଼ରେ ଭୁଶୁଡିଛି ମାଓଗଡ଼, ଛତିଶଗଡ ସୁକୁମା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୧୧ ମାଓବାଦୀ..

ଦେଶର ୮ ରାଜ୍ୟରେ ଏନଆଇଏର ବଡଧରଣର ଚଢାଉ, ଆତଙ୍କୀ ସଂଗଠନ ଜୈଶ-ଏ ଅହମ୍ମଦର ୧୯ ଠିକଣାରେ ରେଡ୍..

ଆସାମ୍ , ମହାରାଷ୍ଟ୍ର, ୟୁପି , ବିହାର, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର , ରାଜସ୍ଥାନ ଏବଂ ଗୁଜୁରାଟରେ ଏନଆଇଏର ଚଢାଉ, ଧାର୍ମିକ ବହି ସହ ପାକିସ୍ତାନୀ ନଂ ଲେଖା ଡାଏରୀ ଠାବ , କିଛି ପେନଡ୍ରାଇଭ ଓ ହାର୍ଡଡିସ୍କ ମଧ୍ୟ ଜବତ..

କରଞ୍ଜିଆ ୪୯ନଂ ଜାତୀୟ ରାଜପଥର ବୈତରଣୀ ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ ଭିତରେ ଚାପି ହୋଇ ରହିଛନ୍ତି ୩ ଜଣ , ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମବାହିନୀର ଉଦ୍ଧାର କାର୍ଯ୍ୟ ଜାରି..

ଦିଲ୍ଲୀର ୪ଟି ସ୍କୁଲକୁ ବୋମା ଧମକ: ଇମେଲ ଜରିଆରେ ଧମକ ଆସିଥିବା ସୂଚନା, ଚଳିତ ସପ୍ତାହରେ ଦ୍ଵିତୀୟଥର ଆସିଲା ବୋମା ଧମକ ନେଇ ମେଲ୍ , ପିଲାଙ୍କୁ ସ୍କୁଲ ପଠାଇବାକୁ ମନା କଲେ ସ୍କୁଲ କର୍ତ୍ତୃପକ୍ଷ, ପୁଲିସର ତନାଘନା, ସ୍କୁଲ ପରିସରରେ ଏ ଯାଏଁ କୌଣସି ବିସ୍ଫୋରକ ମିଳିନଥିବା ସୂଚନା..

ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀଙ୍କ ଜୀବନ: ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ, କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଦୁର୍ଘଟଣା..

ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପାଖ କୁକୁଡ଼ାହାଡ଼ ରେଳ ଲାଇନରେ ପଡ଼ିଛି ଦୁଇ ମହିଳାଙ୍କ ମୃତଦେହ..

କଟକ : କଟକ କାଠଯୋଡି ନଦୀ ପଠାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ..

ଦେଖନ୍ତୁ ଭିଡିଓ; ଏମିତି ଶିକାର କରେ ବାଘ, ଆଖି ପିଛୁଳାକେ..

ମୁମ୍ବାଇସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଉଡାଇ ଦେବାକୁ ଧମକ, ରୁଷୀୟ ଭାଷାରେ ଆରବିଆଇ ଅଫିିସିଆଲ ଓ୍ବେବ୍ ସାଇଡକୁ ଆସିଛି ଧମକପୂର୍ଣ୍ଣ ଇମେଲ୍ , ଅଜଣା ଦୁର୍ବୃତ୍ତ ନାଁରେ ମାମଲା ରୁଜ୍ଜୁ କରି ମୁମ୍ବାଇ ପୁଲିସର ତନାଘନା..

ସୁନ୍ଦରଗଡ : ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ମାମଲାରେ ୪ ଅଟକ , ସ୍ଵାମୀ ସହ ଜଣେ ପୁଲିସ୍ କର୍ମଚାରୀ ଓ ଗାଁର ଦୁଇ ଯୁବକଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା, ଗତକାଲି ଟିକାୟତପାଲି ଥାନା ଅଞ୍ଚଳରେ ହୋଇଥିଲା ହତ୍ୟାକାଣ୍ଡ..

ଆରବିଆଇକୁ ବୋମାରେ ଉଡାଇବାକୁ ଧମକ

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories