ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଶନି ଦେବ ବର୍ତ୍ତମାନ ସମୟରେ କୁମ୍ଭ ରାଶିରେ ବିରାଜମାନ ରହିଛନ୍ତି । ବର୍ଷର ଶେଷ ସମୟରେ ଶୁକ୍ର ମଧ୍ୟ ଏହି ରାଶିରେ ପ୍ରବେଶ କରିବା ସହ ୨ ଗ୍ରହ ଏକାଠି ହେବେ । ଫଳରେ ଯୁତି ଯୋଗ ସୃଷ୍ଟି ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ କର୍ମଫଳ ଦାତା । ଶୁକ୍ର, ଐଶ୍ୱର୍ଯ୍ୟ ଓ ଧନର କାରକ । ଶନି ଓ ଶୁକ୍ର ଏକାଠି ହେବା ଦ୍ୱାରା ୫ … Continue reading ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..