ଆରବିଆଇକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିବା ନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି । ଏଥିରେ ଆରବିଆଇର ମୁମ୍ବାଇ କାର୍ଯ୍ୟାଳୟକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି । ଧମକପୂର୍ଣ୍ଣ ବାର୍ତ୍ତା ଆରବିଆଇ ଅଫିସିଆଲ ଇମେଲ ଆଇଡିକୁ ଆସିଛି । ଧମକ ରୁଷୀୟ ଭାଷାରେ ଆସିଥିବା ଜଣାପଡିଛି । ଏହି ଧମକପୂର୍ଣ୍ଣ ବାର୍ତ୍ତା ବିଷୟରେ ଖବର ମିଳିବା ପରେ ମୁମ୍ବାଇ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ଅନୁଯାୟୀ ବାର୍ତ୍ତା ପଠାଇଥିବା ଅଭିଯୁକ୍ତ … Continue reading ଆରବିଆଇକୁ ବୋମାରେ ଉଡାଇବାକୁ ଧମକ