ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷା ପୂର୍ବରୁ ବୋର୍ଡର ସାମ୍ବାଦିକ ସମ୍ମିଳନୀ, ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ପରୀକ୍ଷା, ପ୍ରଶ୍ନପତ୍ରରେ ଏଥର ରହିବ ସିରିଏଲ୍ ନମ୍ବର..
ପୁଣି ବାଂଲାଦେଶ ଅଶାନ୍ତ; ଶେଖ୍ ହାସିନାଙ୍କ ଭାଷଣକୁ ନେଇ ତୁମୁଳକାଣ୍ଡ..
ସପ୍ତାହେ ଯାଏଁ ବଦଳିବନି ତାପମାତ୍ରା : ପାଗ ଶୁଖିଲା ରହିବା ସହ ବର୍ଷା ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା , ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ସମ୍ଭାବନା..
୪ ଦିନିଆ ଓଡିଶା ଗସ୍ତରେ ଷୋଡଶ ଅର୍ଥ କମିଶନ : ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ, ରାଜ୍ୟର ପ୍ରମୁଖ ଅଧିକାରୀଙ୍କ ସହ କରିବେ ଆଲୋଚନା..
ଦେଖନ୍ତୁ ଭିଡିଓ ; ପାଣିରେ ହାତୀ ଶୁଣ୍ଢକୁ କାମୁଡି ଧରିଲା କୁମ୍ଭୀର, ତା’ପରେ..
ସରସ୍ଵତୀ ପୂଜା ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ , ୫ ଆହତ..
ଆମେରିକାରେ ପୁଣି ଦୁଇ ବିମାନ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତି ୧୪୨ ଜଣ ଯାତ୍ରୀ..
ବାଲେଶ୍ଵର: ସୋର ଜଗନ୍ନାଥ ମନ୍ଦିରରୁ ଚୋରି..
କଟକରେ ବୁଲୁଛି ବାଘ, ଅଞ୍ଚଳବାସୀ ଛାନିଆ..
Comments are closed.