www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୋଟ୍ ଦେଉଛି ଦିଲ୍ଲୀ: ସକାଳ ୭ଟାରୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ , ସମସ୍ତ ୭୦ ଆସନରେ ଚାଲିଛି ଭୋଟିଂ..

ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ବିଜେପି, ଆପ୍ , କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ..

- Advertisement -

ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚକୁ ନେଇ ପ୍ରବଳ ଉତ୍ସାହ, ଟିକେଟ୍ ପାଇଁ ରାତି ସାରା ଜଗି ବସିଲେ ଦର୍ଶକ..

ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ୍ ବିକ୍ରି, ଭିଡକୁ ଦେଖି କମିଶନରେଟ୍ ପୁଲିସର ୧୭ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ, ରବିବାର ଖେଳାଯିବ ଦିନିକିଆ ମ୍ୟାଚ୍..

ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା ପରେ କଲେ ପବିତ୍ର ସ୍ନାନ..

ଆସନ୍ତା ୧୮ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା: ୧୨ରୁ ପଠାଯିବ ପ୍ରଶ୍ନପତ୍ର..

ସୂର୍ଯ୍ୟ ଓ ମଙ୍ଗଳ ଏକାଠି ଯୋଗୁଁ ହେବ ଶକ୍ତିଶାଳୀ ଷଡାଷ୍ଟକ ଯୋଗ ; ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ସବୁ ଚିନ୍ତା..

ଶୀତ ଉଭାନ ହେବା ସହ ହଠାତ ମାଡ଼ି ଆସିଛି ଖରା; ସ୍ୱାଭାବିକ ତାପମାତ୍ରା ଠାରୁ ଢ଼େର ଉପରେ ରହିବ ପାରଦ..

ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ : କୋରାପୁଟ , ଜୟପୁର ,ଘର ସମେତ ମାଲକାନଗିରିରେ ଚାଲିଛି ଚଢାଉ..

ରାଉରକେଲାରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ, ମାଲଗୋଦାମ ବସ୍ତିର ପାର୍କିଂ ନିକଟରେ ଦୁର୍ଘଟଣା, ରାସ୍ତା ଉପରକୁ ମାଡି ଆସିଲା ୩ଟି ବଗି, ଗମନାଗମନ ବାଧାପ୍ରାପ୍ତ..

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ଗାଁ ନିକଟରେ ଅଘଟଣ: ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ଜୀବନ..

ତ୍ୱଚାର ସୌନ୍ଦର୍ଯ୍ୟ କିଛି ବର୍ଷ ପରେ କମ୍‌ ହୋଇଯିବ; ଜାଣନ୍ତୁ କାହିଁକି ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏମିତି କହିଲେ ଅମିତାଭ..

ଦେଖନ୍ତୁ ଭିଡିଓ; ଷ୍ଟେଜ୍‌ ଉପରେ ବରଙ୍କୁ ଖାଲି ଚାପୁଡା, ଜାଣନ୍ତୁ କାରଣ..

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories