www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଚଢା ଦରରେ ଆଳୁ ବିକ୍ରି ଅଭିଯୋଗରେ ଚଢାଉ କରିଛି ଯୋଗାଣ ବିଭାଗ

ଆରମ୍ଭ ହେଲା କୋଣାର୍କ ମହୋତ୍ସବ: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଥମ ସନ୍ଧ୍ୟାରେ ଓଡିଶୀ ଓ କଥକ ନୃତ୍ୟ ପରିବେଷଣ କଲେ ଭୁବନେଶ୍ଵର ଓ ଦିଲ୍ଲୀର ନୃତ୍ୟଶିଳ୍ପୀ..

- Advertisement -

ତାମିଲନାଡୁରେ ଭୂସ୍ଖଳନ ଯୋଗୁ ୭ ମୃତ, ବାତ୍ୟା ଫେଙ୍ଗାଲ ପ୍ରଭାବରେ ତିରୁଭାନ୍ନାମାଲାଇରେ ପ୍ରବଳ ବର୍ଷା ଯୋଗୁ ଘଟିଛି ଭୂସ୍ଖଳନ..

୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ୫ ରାଶିଙ୍କୁ ଭାଗ୍ୟଶାଳୀ କରିବେ ବୃହସ୍ପତି: ଧନର ବର୍ଷା ସହ ହେବ ବିବାହ..

ବଲିଉଡରୁ ଅବସର ଘୋଷଣା କଲେ ଅଭିନେତା ବିକ୍ରାନ୍ତ ମାସେ, ନିରାଶ ହେଲେ ପ୍ରଶଂସକ, ଦ୍ଵାଦଶ ଫେଲ ଏବଂ ଦ ସାବରମତୀ ରିପୋର୍ଟ ଭଳି ଚଳଚ୍ଚିତ୍ରରେ ଦମଦାର ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଥିଲେ ବିକ୍ରାନ୍ତ..

ନରସିଂହପୁର: ବିଜେଡି ଛାଡିଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଦଳର ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର..

୩ ଦିନର ବିରତି ପରେ ଆଜି ପୁଣି ସରଗରମ ବିଧାନସଭା : ମୋଦୀ ଓ ଶାହାଙ୍କ ଓଡିଶା ଗସ୍ତ ପରେ ରାଜ୍ୟ ପାଇଛି କଣ , ତାକୁ ନେଇ ହୋଇପାରେ ଆଲୋଚନା..

କଟକ ଓ ଭୁବନେଶ୍ୱରରେ ଆଳୁ ପାଇଁ ଚଢାଉ

ଆଜିଠୁ କମିବ ଆଳୁ ଟେନସନ୍ :ଯୋଗାଣ ମନ୍ତ୍ରୀଙ୍କ ସୂଚନା, ୟୁପି ଆଳୁ ପହଞ୍ଚିଲେ ରାଜ୍ୟରେ ଆଉ ରହିବନି ଆଳୁ ସଙ୍କଟ..

ଅସାଧୁ ବ୍ୟବସାୟୀଙ୍କୁ କଡା ଚେତାବନୀ, ଚଢା ଦରରେ ବିକ୍ରି କଲେ ଆକ୍ସନ ନେବ ଏନଫୋର୍ସମେଣ୍ଟ ଟିମ୍..

ପୁଣି ଏମକେସିଜି ମେଡିକାଲ କଲେଜରେ ରାଗିଂ, ସିନିୟର ଛାତ୍ର ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ, କଲେଜ ଆଣ୍ଟିଂ ରାଗିଂ ସେଲରେ ଅଭିଯୋଗ, ଘଟଣାକୁ ନେଇ ଆଜି ବସିବ ବୈଠକ..

ଦେଖନ୍ତୁ ଭିଡିଓ; ଜଗତସିଂହପୁର ଶିଆଳି ବେଳାଭୂମିରେ କୁମ୍ଭୀର, ଅଞ୍ଚଳବାସୀ,ପର୍ଯ୍ୟଟକ ଭୟଭୀତ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories