www.samajalive.in
Saturday, December 6, 2025
17.1 C
Bhubaneswar

ସରିଲା ମାଟ୍ରିକ୍‌ ପରୀକ୍ଷା; ୧୯ରୁ ଖାତା ଦେଖା, ମେ’ ପ୍ରଥମ ସପ୍ତାହରେ ରେଜଲ୍ଟ

ଭୁବନେଶ୍ୱର : ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ । ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହେବ । ଏନେଇ ଗୁରୁବାର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ, ଶେଷ ହୋଇଛି ମାଟ୍ରିକ୍‌ ପରୀକ୍ଷା । ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଛି ବୋଲି ବୋର୍ଡ ସୂଚନା ଦେଇଛି । ନୂଆ ଜ୍ଞାନ କୌଶଳ ପ୍ରୟୋଗ କାମ ଦେଲା ବୋଲି ବୋର୍ଡ ସଭାପତି କହିଛନ୍ତି । ପ୍ରଶ୍ନପତ୍ରରେ ୱାଟର ମାର୍କ ଓ କ୍ୟୁଆର କୋଡ୍‌ରୁ ସୁଫଳ ମିଳିଛି । ଏଥର ପ୍ରଶ୍ନପତ୍ର ଭାଇରାଲ୍‌ ହୋଇ ନାହିଁ, ସମସ୍ତଙ୍କ ସହଯୋଗ ମିଳିଛି । ଏଆଇ କ୍ୟାମେରା ଦ୍ୱାରା ପରୀକ୍ଷାରେ ଅନିୟମିତତା ଧରାପଡିଛି । ଏହାସହ ବିଜ୍ଞାନ ପଶ୍ନପତ୍ରରେ ୪ ମାର୍କ ତ୍ରୁଟି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, କମ୍ପ୍ୟୁଟର ଭାଇରସ୍‌ ପାଇଁ ହୋଇଛି ଆଗକୁ ଯେଭଳି ଏଭଳି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ।

ୟୁପିଆଇରେ ବଡ ପରିବର୍ତ୍ତନ; ଏପ୍ରିଲ୍‌ ୧ରୁ ନୂଆ ନିୟମ ଲାଗୁ

ହୋଲିରେ ଚନ୍ଦ୍ରଗ୍ରହଣ : ଜାଣନ୍ତୁ ଭାରତରେ ପଡିବ କି ନାହିଁ ପ୍ରଭାବ, ଏହି ରାଶି ହେବେ ମାଲାମାଲ୍‌, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

ଦେଖନ୍ତୁ ଛାତିଥରା ଭିଡିଓ ; ହଠାତ୍‌ ଜୋତା ଭିତରେ ପଶିଗଲା ବିରାଟକାୟ ନାଗ, ଆଉ ତା’ପରେ..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories