www.samajalive.in
Saturday, December 6, 2025
26.1 C
Bhubaneswar

ହୋଲିରେ ଚନ୍ଦ୍ରଗ୍ରହଣ : ଜାଣନ୍ତୁ ଭାରତରେ ପଡିବ କି ନାହିଁ ପ୍ରଭାବ, ଏହି ରାଶି ହେବେ ମାଲାମାଲ୍‌, ଖୋଲିବ ବନ୍ଦ ଭାଗ୍ୟର ତାଲା..

ହୋଲିକୁ ଆଉ ଅଳ୍ପ ଦିନ ବାକି । ଚଳିତ ବର୍ଷ ୧୫ ମାର୍ଚ୍ଚରେ ହୋଲି ପର୍ବ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫାଲଗୁଣ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରେ ହୋଲିକା ଦହନ ଓ ପରଦିନ ରଙ୍ଗର ପର୍ବ ହୋଲି ପାଳନ କରାଯାଏ।

ଚଳିତ ବର୍ଷ ହୋଲି ପର୍ବ ଖୁବ୍‌ ଖାସ୍‌। ଏହି ଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହାର ସୂତକ କାଳ ମାନ୍ୟ ନୁହେଁ। ମାତ୍ର ଏହାର ପ୍ରଭାବ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ।

- Advertisement -

ଚନ୍ଦ୍ରଗ୍ରହଣ ୟୁରୋପ, ଅଷ୍ଟ୍ରେଲିଆ, ଉତ୍ତର-ଦକ୍ଷିଣ ଆମେରିକା ଆଦି ଅନେକ ସ୍ଥାନରେ ଦେଖାଯିବ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ୧୪ ମାର୍ଚ୍ଚ ସକାଳ ୯ଟା ୨୭ ମିନିଟ୍‌ରୁ ଦିନ ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ରହିବ । ଏହା ମୋଟ ୬ ଘଣ୍ଟା ୩ ମିନିଟ୍‌।

ଭାରତରେ ଚନ୍ଦ୍ରଗ୍ରହଣର ପ୍ରଭାବ ଆଦୌ ନଥିବାରୁ ଏଠାରେ ହୋଲି ପର୍ବ ପାଳନ କରାଯିବ । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ଚମକିବ..

ବୃଷ, କର୍କଟ, ମିଥୁନ ଓ ବିଛା ରାଶି ବ୍ୟକ୍ତି ବିଶେଷଙ୍କ ଶୁଭର ଦିନ ଆରମ୍ଭ ହେବ। ଭାଗ୍ୟର ସାଥ୍‌ ମିଳିବ । ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୂରଣ ହେବ। ହଠାତ୍‌ ଧନ ପ୍ରାପ୍ତି ହେବ । ବ୍ୟବସାୟରେ ଉନ୍ନତି ସହ ଆର୍ଥିକ ସ୍ଥିତି ମଜଭୁତ ହେବ।

ପୁଣି କେନ୍ଦ୍ରାପଡାକୁ ଯିବେ ସାରଥି

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories