ୟୁପିଆଇରେ ବଡ ପରିବର୍ତ୍ତନ; ଏପ୍ରିଲ୍ ୧ରୁ ନୂଆ ନିୟମ ଲାଗୁ
ନୂଆଦିଲ୍ଲୀ : ୟୁପିଆଇ ସାହାଯ୍ୟରେ ଅଧିକାଂଶ ଲୋକେ ଖୁବ୍ କମ୍ ସମୟ ଓ ସହଜରେ ଟଙ୍କା ନେଣଦେଣ କରିଥାନ୍ତି । ମାତ୍ର ବର୍ତ୍ତମାନ ୟୁପିଆଇକୁ ନେଇ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଭାରତୀୟ ଜାତୀୟ ପେମେଣ୍ଟ ନିଗମ (ଏନ୍ପିସିଆଇ) ୧ ଏପ୍ରିଲ୍ ୨୦୨୫ରେ ଲାଗୁ ହେବାକୁ ଯାଉଥିବା ନିୟମ ଜାରି କରିଛି । ୟୁପିଆଇର ସୁରକ୍ଷା ବୃଦ୍ଧି କରିବା ପାଇଁ ଏନ୍ପିସିଆଇ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ଏନ୍ପିସିଆଇ ନିଜର … Continue reading ୟୁପିଆଇରେ ବଡ ପରିବର୍ତ୍ତନ; ଏପ୍ରିଲ୍ ୧ରୁ ନୂଆ ନିୟମ ଲାଗୁ
Copy and paste this URL into your WordPress site to embed
Copy and paste this code into your site to embed