www.samajalive.in
Friday, December 5, 2025
17.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ ; ହଠାତ୍‌ ଜୋତା ଭିତରେ ପଶିଗଲା ବିରାଟକାୟ ନାଗ, ଆଉ ତା’ପରେ..

ନୂଆଦିଲ୍ଲୀ : ସାରା ଦୁନିଆରେ ଏମିତି ଅନେକ ଲୋକେ ରହିଛନ୍ତି, ଯେଉଁମାନେ ସାପ ନାଁ ଶୁଣିବା ମାତ୍ରେ ଭୟରେ ଥରିବାକୁ ଆରମ୍ଭ କରନ୍ତି। ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ସାପ ସହ ଜଡିତ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଅତ୍ୟଧିକ ଭୟଭୀତ କରିବା ସହ ଆଶ୍ଚର୍ଯ୍ୟ ଚକିତ କରିଥାଏ । ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ଚିନ୍ତା କରନ୍ତୁ ଆପଣ କେଉଁ ସ୍ଥାନକୁ ଯିବାକୁ ତରବରିଆ ଭାବେ ପ୍ରସ୍ତୁତ ହୋଇ ଜୋତା ପିନ୍ଧୁଥିବା ବେଳେ ସେହି ସମୟରେ ଜୋତା ଭିତରୁ ଏକ ବିଷାକ୍ତ ସାପ ଫଣା ଟେକି ବାହାରି ଆସିବ । ଏଭଳି ଦୃଶ୍ୟ ଦେଖି ଭୟଭୀତ ହେବା ସାଧାରଣ କଥା।

- Advertisement -

ଭିଡିଓରେ ଏକ ବିରାଟକାୟ ବିଷାକ୍ତ ସାପ ଜୋତା ଭିତରକୁ ପଶୁଥିବା ଦେଖିପାରିବେ। ଭିଡିଓଟି ଏତେ ଭୟଙ୍କର ଯେ, ଯେ କେହି ମଧ୍ୟ ଜୋତା ପିନ୍ଧିବା ପୂର୍ବରୁ ବାରମ୍ବାର ଚିନ୍ତା କରିବେ।
ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ସର୍ବଦା ଜୋତା ପିନ୍ଧିବା ପୂର୍ବରୁ ବାରମ୍ବାର ଯାଞ୍ଚ କରନ୍ତୁ । ସାପ ଦେଖିବା ମାତ୍ରେ ସାପ ଧରାଳୀଙ୍କୁ ଖବର ଦିଅନ୍ତୁ ବୋଲି ଲୋକେ ନିଜର ମତ ରଖିଛନ୍ତି।

ହୋଲିରେ ଚନ୍ଦ୍ରଗ୍ରହଣ : ଜାଣନ୍ତୁ ଭାରତରେ ପଡିବ କି ନାହିଁ ପ୍ରଭାବ, ଏହି ରାଶି ହେବେ ମାଲାମାଲ୍‌, ଖୋଲିବ ବନ୍ଦ ଭାଗ୍ୟର ତାଲା..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories