ହୋଲିରେ ଚନ୍ଦ୍ରଗ୍ରହଣ : ଜାଣନ୍ତୁ ଭାରତରେ ପଡିବ କି ନାହିଁ ପ୍ରଭାବ, ଏହି ରାଶି ହେବେ ମାଲାମାଲ୍‌, ଖୋଲିବ ବନ୍ଦ ଭାଗ୍ୟର ତାଲା..

ହୋଲିକୁ ଆଉ ଅଳ୍ପ ଦିନ ବାକି । ଚଳିତ ବର୍ଷ ୧୫ ମାର୍ଚ୍ଚରେ ହୋଲି ପର୍ବ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫାଲଗୁଣ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରେ ହୋଲିକା ଦହନ ଓ ପରଦିନ ରଙ୍ଗର ପର୍ବ ହୋଲି ପାଳନ କରାଯାଏ। ଚଳିତ ବର୍ଷ ହୋଲି ପର୍ବ ଖୁବ୍‌ ଖାସ୍‌। ଏହି ଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହାର ସୂତକ … Continue reading ହୋଲିରେ ଚନ୍ଦ୍ରଗ୍ରହଣ : ଜାଣନ୍ତୁ ଭାରତରେ ପଡିବ କି ନାହିଁ ପ୍ରଭାବ, ଏହି ରାଶି ହେବେ ମାଲାମାଲ୍‌, ଖୋଲିବ ବନ୍ଦ ଭାଗ୍ୟର ତାଲା..