www.samajalive.in
Saturday, December 6, 2025
16.1 C
Bhubaneswar

ସ୍ଵାଭାବିକ ହେଲା ୧୦୮ ଆମ୍ବୁଲାନ୍ସ ସେବା

ଭୁବନେଶ୍ବର : ଦୁଇ ଦିନ ପରେ ସ୍ଵାଭାବିକ ହେଲା ଆମ୍ବୁଲାନ୍ସ ସେବା। ଏ ନେଇ ୧୦୮ କର୍ମଚାରୀ ମହାସଂଘ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ଅନରୋଡ୍ ମୋଡ୍‌ରେ ଗଡିବ ଗାଡ଼ି। ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ। ୧୧ ବର୍ଷ ହେଲା ୧୦୮ ଆମ୍ବୁଲାନ୍ସରେ ସେବା ଯୋଗାଉଛୁ। ୧୨ ଘଣ୍ଟା କାମ କରିବା ପରେ ୮ ଘଣ୍ଟାର ଦରମା ମିଳୁଛି। ତାହା ପୁଣି ଠିକ୍‌ ସମୟରେ ମିଳୁନାହିଁ। ଦୁଇମାସ ହେବ ମାସିକ ପ୍ରୋତ୍ସାହନ ରାଶି ମିଳୁନାହିଁ। ବିନା କାରଣରେ ଛଟେଇ କରାଯାଉଛି। ଏଭଳି ବିଭିନ୍ନ ସମସ୍ୟା ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲେ। ରାଜ୍ୟରେ ପ୍ରାୟ ୬୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଆଜି ସୁଦ୍ଧା ଦାବି ପୂରଣ ନହେଲେ ସମୂହ ଆତ୍ମାହୁତି ଦେବେ ବୋଲି ସଂଘ ସଭାପତି ଚେତାବନୀ ଦେଇଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories