www.samajalive.in
Sunday, December 7, 2025
26.1 C
Bhubaneswar

ଲଞ୍ଚ ହେଲା ଜିଓର ନ୍ୟୁୟର ପ୍ଲାନ୍‌; ଏତିିକି ଟଙ୍କାରେ ମିଳିବ ଏସବୁ ସୁବିଧା..

ନୂଆଦିଲ୍ଲୀ : ଜିଓ ୨୦୨୫ ପୂର୍ବରୁ ହିଁ ନୂଆବର୍ଷ ଅଫର୍‌ ଲଞ୍ଚ କରିଛି । କମ୍ପାନୀ ୱେବସାଇଟ୍‌ରେ ଜିଓ ନ୍ୟୁୟର ୱେଲକମ୍‌ ଅଫର୍‌ ରହିଛି ।
ଏହି ଅଫର୍‌ ଅନୁଯାୟୀ, କମ୍ପାନୀ ଡାଟା, କଲିଙ୍ଗ ଓ ଏସଏମଏସ ସୁବିଧା ସହ କୁପନ୍‌ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ନିଜ ଅଫର୍‌ରେ ଯୋଡିଛି ।
ଜିଓର ଏହି ପ୍ଲାନ୍‌ ୨୦୨୫ ଟଙ୍କାର । ଏହା ସୀମିତ ସମୟ ପାଇଁ ।
ଜିଓର ୨୦୨୫ ଟଙ୍କାର ପ୍ଲାନ୍‌ରେ ଆପଣଙ୍କୁ ୨୦୦ ଦିନ ସମୟସୀମା ପର୍ଯ୍ୟନ୍ତ ମିଳିବ । ରିଚାର୍ଜ ପ୍ଲାନ୍‌ରେ ଦୈନିକ ୨.୫ ଜିବି ସହ ଆସୁଛି ।
ଏଥିରେ ଅସୀମିତ ଭଏସ୍‌ କଲିଙ୍ଗ ଓ ଦୈନିକ ୧୦୦ ଏସଏମଏସ ମିଳିବ । ଏଥିରେ ଅସୀମିତ ୫ଜି ଡାଟା ମଧ୍ୟ ମିଳିବ ।
ଏହାସହ ଆପଣଙ୍କୁ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍‌ର ଏକ୍ସେସ ମଧ୍ୟ ମିଳିବ ।
ଏହି ପ୍ଲାନ୍‌ରେ ୫୦୦ ଟଙ୍କାର ଏଜିଓ କୁପନ ମଧ୍ୟ ମିଳିବ ।
ଏହାସହ ୧୫୦ ଟଙ୍କା ରିହାତି ସ୍ୱିଗିରେ ମଧ୍ୟ ମିଳିବ । ଏଥିପାଇଁ ଆପଣଙ୍କୁ ସର୍ବନିମ୍ନ ୪୯୯ ଟଙ୍କାର ଜିନିଷ କିଣିବାକୁ ପଡିବ ।
କମ୍ପାନୀ ପ୍ରାୟ ୨୧୫୦ ଟଙ୍କାର ଲାଭ ଏହି ପ୍ଲାନ୍‌ରେ ଦେଉଛି । ଏହି ପ୍ଲାନ୍‌ ସୀମିତ ସମୟ ପାଇଁ ।

ନୂଆବର୍ଷ ୨୦୨୫ରେ ଅଦ୍ଭୁତ ସଂଯୋଗ ; ଏକାଠି ହେବ ଶୁକ୍ର-ରାହୁ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories