୪ ଶୁଭ ଯୋଗରେ ଆରମ୍ଭ ହେଉଛି ନୂଆବର୍ଷ, ଏହି ୫ ରାଶିଙ୍କ ଭାଗ୍ୟ ବଦଳାଇ ମାଲାମାଲ୍ କରିବେ ମା’ଲକ୍ଷ୍ମୀ..
ନୂଆବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି। ଜ୍ୟୋତିଷ ଗଣନା ଅନୁସାରେ ନବବର୍ଷ ୨୦୨୫ର ଶୁଭାରମ୍ଭ ୪ ବଡ ଗ୍ରହଙ୍କ ଶୁଭ ଯୋଗରେ ଆରମ୍ଭ ହେବାକୁ ଯାଉଛି ।
୧ ଜାନୁଆରୀ ୨୦୨୫ରେ ହର୍ଷଣ ଯୋଗ, ଶିବବାସ ଯୋଗ ଆଦି ହେବାକୁ ଯାଉଛି । ଏହି ଦୁର୍ଲ୍ଲଭ ଯୋଗରେ ନୂଆବର୍ଷର ଆଗମନ ୫ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ସହ ଏମାନେ ହେବେ ଭାଗ୍ୟଶାଳୀ..
ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ ୨୦୨୫ ଅତ୍ୟନ୍ତ ଶୁଭଙ୍କର ହେବାକୁ ଯାଉଛି । ଧନ ଲାଭର ଆକସ୍ମିକ ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ ।
ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆବର୍ଷ ଶୁଭଙ୍କର ହେବ । ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ । ସମସ୍ତ ଅଟକି ଥିବା କାମ ପୂରଣ ହେବ । ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି ।
ନୂଆବର୍ଷ ୨୦୨୫ରେ ଅଦ୍ଭୁତ ସଂଯୋଗ ; ଏକାଠି ହେବ ଶୁକ୍ର-ରାହୁ, ଏହି ରାଶି ହେବେ ମାଲାମାଲ୍, ଭାଗ୍ୟଶାଳୀ..
ସିଂହ – ଏହି ରାଶିଙ୍କ ପାଇଁ ମଧ୍ୟ ଖୁବ୍ ଶୁଭଙ୍କର ନୂଆବର୍ଷ ୨୦୨୫ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଧନ ପ୍ରାପ୍ତି ହେବ । ଉନ୍ନତି ହେବ । ସଫଳତା ମିଳିବ।
ତୁଳା – ଆତ୍ମବିଶ୍ୱାସ ବୃଦ୍ଧି ହେବ । ବ୍ୟବସାୟରେ ଲାଭ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ।
କୁମ୍ଭ- କରଜ ଟଙ୍କା ଫେରସ୍ତ ପାଇବେ । କର୍ମକ୍ଷେତ୍ରରେ ବିଦେଶ ଯାତ୍ରାର ଯୋଗ ରହିଛି । ଏଥିରୁ ଲାଭ ମିଳିବ ।
ଉପାୟ- (ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ) ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କିମ୍ବା ଧନ ଅଭାବ ଲାଗି ରହୁଛି, ତେବେ ନବବର୍ଷର ପ୍ରଥମ ଦିନରେ ସକାଳେ ସ୍ନାନ ପରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ । ମା’ଲକ୍ଷ୍ମୀଙ୍କୁ ନଡିଆ ଅର୍ପଣ କରନ୍ତୁ । ସନ୍ଧ୍ୟାରେ ସେହି ନଡିଆକୁ ଆଲମିରାରେ ରଖନ୍ତୁ । ଏହି ଉପାୟ ଦ୍ୱାରା ଧନ ବୃଦ୍ଧି ହେବ । ଆର୍ଥିକ ସମସ୍ୟା ଦୂର ହେବ ।
ବାସ୍ତୁ: ନୂଆବର୍ଷ ୨୦୨୫ ଆରମ୍ଭରେ ଘରକୁ ଆଣନ୍ତୁ ବାସ୍ ଏହି ଖାସ୍ ଜିନିଷ, ବର୍ଷଯାକ ହେବ ଧନ ବର୍ଷା..
ଲଞ୍ଚ ହେଲା ଜିଓର ନ୍ୟୁୟର ପ୍ଲାନ୍; ଏତିିକି ଟଙ୍କାରେ ମିଳିବ ଏସବୁ ସୁବିଧା..
Comments are closed.