www.samajalive.in
Monday, December 8, 2025
27.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ..

ରାଜ୍ୟରେ ଗୃହରକ୍ଷୀ ପଦବୀ ଆଉ ୫ ହଜାର ବୃଦ୍ଧି ପାଇଁ ଘୋଷଣା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

- Advertisement -

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲକୁ ମିଳିଲା କ୍ୟାବିନେଟ ଅନୁମୋଦନ, ଆଗାମୀ ସପ୍ତାହରେ ସଂସଦରେ ହୋଇପାର ଉପସ୍ଥାପନ..

ଜାନୁଆରୀ ମାସରେ ରାଜ୍ୟ ବିଜେପି ନୂଆ ସଭାପତି ନିର୍ବାଚନ: ସୂଚନା ଦେଲେ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, କହିଲେ ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ସଭାପତି ହେବ ନିର୍ବାଚନ..

୪ ଶୁଭ ଯୋଗରେ ଆରମ୍ଭ ହେଉଛି ନୂଆବର୍ଷ, ଏହି ୫ ରାଶିଙ୍କ ଭାଗ୍ୟ ବଦଳାଇ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ..

ସୀମା ଟପିଲା ବର୍ବରତା; ବଣାଇରେ ଅଭାବନୀୟ ଘଟଣା, ଲୁଟ ପରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା..

ପିପିଏଲ୍ ମୁଖ୍ୟ ଫାଟକ ଆଗରେ ୩ ଶହରୁ ଅଧିକ ଠିକା ଶ୍ରମିକଙ୍କ ଆନ୍ଦୋଳନ, ୧୨ ଦିନ ହେଲା ମେକାନିକାଲ ଓ୍ବାକର୍ସଙ୍କ ଗେଟ୍ ପାସ୍ ବନ୍ଦ, ବେଆଇନ ଭାବେ ଛଟେଇ କରାଯାଇଥିବା ଅଭିଯୋଗ , ତୁରନ୍ତ କାମ ଦେବାକୁ ଦାବି କରି ଚାଲିଛି ଆନ୍ଦୋଳନ..

ମାଲକାନଗିରି ମୋଟୁରେ ଏନଆଇଏ ଚଢାଉ, ମୋଟୁ ଥାନା ଅନନ୍ତପାଲି ଗାଁରେ ଏନଆଇଏର ଚଢାଉ, ସୁକ୍‌ମାର ୨ଟି ସ୍ଥାନରେ ମଧ୍ୟ କରୁଛି ଚଢାଉ, ନକ୍ସଲ ଲିଙ୍କରେ ଚଢାଉ ହୋଇଥିବା ସୂଚନା..

ବାସ୍ତୁ: ନୂଆବର୍ଷ ୨୦୨୫ ଆରମ୍ଭରେ ଘରକୁ ଆଣନ୍ତୁ ବାସ୍‌ ଏହି ଖାସ୍‌ ଜିନିଷ, ବର୍ଷଯାକ ହେବ ଧନ ବର୍ଷା..

ଛତିଶଗଡ ଦନ୍ତେୱାଡା-ନାରାୟଣପୁର ସୀମାରେ ଗୁଳି ବିନିମୟ, ଦକ୍ଷିଣ ଅବୁଝମାଡ ଜଙ୍ଗଲରେ ଗୁଳି ବିନିମୟ.. ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ନକ୍ସଲ ନିହତ

ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା, ବର୍ତ୍ତମାନ ଅନରୋଡ୍ ମୋଡ୍‌ରେ ଗଡିବ ଗାଡ଼ି, ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ

ନୂଆବର୍ଷ ୨୦୨୫ରେ ଅଦ୍ଭୁତ ସଂଯୋଗ ; ଏକାଠି ହେବ ଶୁକ୍ର-ରାହୁ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories