BJD Bijuli 480×75 Mob

ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ ଅଭିଯୋଗ

BJD Bijuli 480×75 Mob
0

ବାଲେଶ୍ୱର: ଗଣ୍ଡିବେଢ ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ କେହି ଦୁବୁର୍ତ୍ତ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ କରିଛି। ଗ୍ରାମବାସୀମାନେ ସକାଳେ ମନ୍ଦିରକୁ ଯିବା ସମୟରେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply