BJD Bijuli 480×75 Mob

କେରଳରେ ବର୍ଷକ ପାଇଁ ସରକାରୀ ଉତ୍ସବ ବାତିଲ

BJD Bijuli 480×75 Mob
0

କୋଚି: କେରଳରେ ଦେଖାଯାଇଥିବା ପ୍ରଳୟଙ୍କରୀ ବନ୍ୟାକୁ ନେଇ ରାଜ୍ୟ ସରକାର ଏକ ବର୍ଷ ପାଇଁ ସମସ୍ତ ପ୍ରକାର ସରକାରୀ ଉତ୍ସବକୁ ବାତିଲ କରିଦେଇଛନ୍ତି। ଏହି କ୍ରମରେ କେରଳରେ ହେବାକୁ ଥିବା ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଓ ଅନ୍ୟ ଯୁବ ଭେଷ୍ଟିଭାଲକୁ ବାତିଲ କରାଯାଇଥିବା କୁହାଯାଇଛି। ସେହିପରି ଅଧିକ ଅର୍ଥ ବ୍ୟୟ ହେଉଥିବା ଉତ୍ସବକୁ ବାତିଲ କରିବା ପୂର୍ବକ ଏହି ଅର୍ଥକୁ ରିଲିଫ ପାଣ୍ଠିକୁ ଦିଆଯିବ। ଅଗଷ୍ଟରେ କେରଳରେ ଦେଖାଯାଇଥିବା ବନ୍ୟାରେ ୩୫୦ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ରାଜ୍ୟର ୩୦ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି।

Leave A Reply