BJD Bijuli 480×75 Mob

କୁମାର ସାନୁଙ୍କ ନାମରେ ଏତଲା

BJD Bijuli 480×75 Mob
0

ମୁଜାଫରପୁର: ପ୍ରଖ୍ୟାତ ବଲିଉଡ୍‍ ଗାୟକ କୁମାର ସାନୁଙ୍କ ନାମରେ ସ୍ଥାନୀୟ ଏକ ଥାନାରେ ଏତଲା ଦିଆଯାଇଛି। ମୁଜାଫରପୁରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କୁମାର ସାନୁ ଓ ସାଥୀମାନେ ମେଲୋଡ଼ି କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। ମେଲୋଡ଼ିର ଉଚ୍ଚ ଶବ୍ଦ ଯୋଗୁଁ ଶାନ୍ତି ଭଙ୍ଗ ହୋଇଥିବା ଓ ସ୍ଥାନୀୟ ଅଞ୍ଚଳବାସୀ ଭୋର ପର୍ଯ୍ୟନ୍ତ ଶୋଇପାରି ନଥିବା ଅଭିଯୋଗ ହୋଇଥିଲା। କୁମାର ସାନୁଙ୍କୁ ସହିତ କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯାଇଛି।

Leave A Reply