www.samajalive.in
Saturday, December 6, 2025
14.1 C
Bhubaneswar

ବୃହସ୍ପତି ଚଳନ.. ଜୁଲାଇ ୯ପରେ ଧନରେ ଭର୍ତ୍ତି ହେବ ଏହି ରାଶିଙ୍କ ଆଲମିରା, ହେବ ବିବାହ, କିଣିବେ ଜମି, ଦୂର ହେବ ସବୁ ଚିନ୍ତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ୯ ଜୁଲାଇରେ ମିଥୁନ ରାଶିରେ ଉଦୟ ହେବେ । ବୃହସ୍ପତି ଉଦୟ ହେବା ଦ୍ୱାରା ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ । ଏହି ରାଶିଙ୍କୁ ସନ୍ତାନ ସୁଖ, ସୁଖ-ସମୃଦ୍ଧି, ଶିକ୍ଷା, ଧନ ସହ ବିବାହର ମଧ୍ୟ ଯୋଗ ରହିଛି ।

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଯାତ୍ରାର ଯୋଗ ରହିଛି । ଅନେକ ଦାୟିତ୍ୱ ପାଇବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଆୟରେ ବୃଦ୍ଧି ହେବ । ପୁରୁଣା ନିବେଶରୁ ଲାଭବାନ୍‌ ହେବେ । ଧନ ଲାଭର ଯୋଗ ରହିଛି । ଅଧିକ ଶୁଭଫଳ ପାଇଁ ମା’ଦୁର୍ଗାଙ୍କ ପୂଜାର୍ଚ୍ଚନା କରନ୍ତୁ ।

- Advertisement -

ବୃଷ – ସକରାତ୍ମକ ଫଳ ମିଳିବ । ଆମଦାନୀରେ ବୃଦ୍ଧି ହେବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ଆୟରେ ବୃଦ୍ଧି ହେବ । ପରିବାରରେ ଥିବା ସମସ୍ୟା ଦୂର ହେବ । ଅଧିକ ଶୁଭଫଳ ପାଇଁ ଅସହାୟଙ୍କୁ ବସ୍ତ୍ର ଦାନ କରନ୍ତୁ ।

ସିଂହ- ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଛାତ୍ରଛାତ୍ରୀଙ୍କ ସମୟ ଶୁଭଙ୍କର । ସମୟ ଅନୁକୂଳ ରହିବ । ଅଧିକ ଶୁଭଫଳ ପାଇଁ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ ।

ତୁଳା- ସକରାତ୍ମକ ଫଳ ମିଳିବ । ଧାର୍ମିକ ଯାତ୍ରାର ଯୋଗ ରହିଛି । ନୂଆ ଗାଡି, ଭୂମି କିଣିବାର ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ । ଶୁଭଫଳ ପାଇଁ ନିୟମିତ ମନ୍ଦିର ଯାଆନ୍ତୁ ।

ବିଛା- ଅଟକି ଥିବା କାମ ପୂରଣ ହେବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ବଡ ସଫଳତା ମିଳିବ । ବ୍ୟବସାୟରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ । ଶୁଭଫଳ ପ୍ରାପ୍ତି ହେବ ।

ଶେଷ ହେଲା ସବୁ ଅପେକ୍ଷା.. ମାତ୍ର ଏତିକି ଟଙ୍କାରେ ଖୁବ୍‌ ଶୀଘ୍ର ଲଞ୍ଚ ହେବ ରିଅଲମିର ଦମଦାର୍‌ ଫିଚରର ୫ଜି ସ୍ମାର୍ଟଫୋନ୍‌

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories