ଶେଷ ହେଲା ସବୁ ଅପେକ୍ଷା.. ମାତ୍ର ଏତିକି ଟଙ୍କାରେ ଖୁବ୍‌ ଶୀଘ୍ର ଲଞ୍ଚ ହେବ ରିଅଲମିର ଦମଦାର୍‌ ଫିଚରର ୫ଜି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ : ରିଅଲମି ଖୁବ୍‌ ଶୀଘ୍ର ଭାରତରେ ନିଜର ଆଉ ୨ଟି ୫ଜି ସ୍ମାର୍ଟଫୋନ୍‌ ଲଞ୍ଚ କରିବାକୁ ଯାଉଛି । ଏହି ୨ଟି ଫୋନ୍‌ ରିଅଲମି ୧୫ ଓ ରିଅଲମି ୧୫ ପ୍ରୋ ନାମରେ ଲଞ୍ଚ କରାଯିବ । ଏନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଫୋନ୍‌ ରିଅଲିମି ୧୪ ଓ ରିଅଲମି ୧୪ ପ୍ରୋର ଅପଗ୍ରେଡ୍‌ ବୋଲି କୁହାଯାଉଛି । ଏହି ସ୍ମାର୍ଟଫୋନ୍‌ ୬,୩୦୦ଏମଏଏଚର ଦମଦାର୍‌ ବ୍ୟାରେଟରୀ ସମେତ ଅନେକ ଜବରଦସ୍ତ ଫିଚର … Continue reading ଶେଷ ହେଲା ସବୁ ଅପେକ୍ଷା.. ମାତ୍ର ଏତିକି ଟଙ୍କାରେ ଖୁବ୍‌ ଶୀଘ୍ର ଲଞ୍ଚ ହେବ ରିଅଲମିର ଦମଦାର୍‌ ଫିଚରର ୫ଜି ସ୍ମାର୍ଟଫୋନ୍‌