www.samajalive.in
Saturday, December 6, 2025
16.1 C
Bhubaneswar

ଦୀର୍ଘ ବର୍ଷ ପରେ ଜୁଲାଇ ୬ରେ ଶୁକ୍ର-ଶନିଙ୍କ ଲାଭଦୃଷ୍ଟି ଯୋଗ ; ଏହି ୫ ରାଶି ପାଇଁ ବରଦାନ, ହେବ ଧନର ବର୍ଷା, ବିବାହ, କିଣିବେ ଘର,ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଗ୍ରହଙ୍କ ଚଳନ ବଦଳିବା ପରେ ଅନେକ ଶୁଭ, ବିଶେଷ ଓ ଲାଭକାରୀ ଯୋଗ ସୃଷ୍ଟି ହୋଇଥାଏ । ୬ ଜୁଲାଇରେ ଶୁକ୍ର ଓ ଶନିଙ୍କର ଲାଭ ଦୃଷ୍ଟି ଯୋଗ ସୃଷ୍ଟି ହେବାକୁ ଯାଉଛି । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ବୃଷ- ଶନି ଓ ଶୁକ୍ରଙ୍କ ଲାଭ ଦୃଷ୍ଟି କାରଣରୁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ମଜଭୁତ ହେବ । ଭୂମି,ଯାନ କିଣିବାର ଯୋଗ ରହିଛି । ନୂଆ ଦାୟିତ୍ୱ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଶୁଭ ଖବର ମିଳିବ ।

- Advertisement -

କର୍କଟ- ଅଟକି ଥିବା କାମ ପୂରଣ ହେବ । ଧନ ଲାଭ ସହ ମାନସିକ ଶାନ୍ତି ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ତୁଳା- ଏହି ରାଶିଙ୍କୁ ବିଭିନ୍ନ ପ୍ରକାର ଲାଭ ମିଳିବ । ସୁଖସମୃଦ୍ଧି ବୃଦ୍ଧି ହେବ । ନୂଆ ଗାଡି କିଣିବାର ଯୋଗ ରହିଛି । କୋର୍ଟ-କଚେରୀ ମାମଲାରେ ଶୁଭଫଳ ପାଇବେ । ହସଖୁସିର ବାତାବରଣ ରହିବ ।

ମକର- ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ସୌନ୍ଦର୍ଯ୍ୟ, କଳା, ସଙ୍ଗୀତ ବିଭିନ୍ନ ମାମଲାରେ ଲାଭ ମିଳିବ । ଚାକିରିରେ ପଦନ୍ନୋତି ସହ ଆୟରେ ବୃଦ୍ଧି ହେବ ।

ମୀନ- ବ୍ୟବସାୟରେ ବୃଦ୍ଧି ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ସମ୍ପର୍କ ମଜଭୁତ ହେବ । ଅଟକି ଥିବା ଅନେକ କାମ ପୂରଣ ହେବ ।

ଜାଣନ୍ତୁ କ’ଣ ଇରାନର ମିଶନ ‘ମୋସାଦ’ ; ଆମେରିକା ପାଇଁ ବି ପ୍ରସ୍ତୁତ କରିଛି ଯୋଜନା..

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories