ଜାଣନ୍ତୁ କ’ଣ ଇରାନର ମିଶନ ‘ମୋସାଦ’ ; ଆମେରିକା ପାଇଁ ବି ପ୍ରସ୍ତୁତ କରିଛି ଯୋଜନା..

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧରେ ଆମେରିକା ଇରାନ ସହ ମୁହାଁମୁହିଁ ହୋଇଛି । ଯୁଦ୍ଧ ସମୟରେ ଆମେରିକା ଇସ୍ରାଏଲର ସମର୍ଥନ କରି ଇରାନ ଉପରେ ଆକ୍ରମଣ କରିଥିଲା । ବର୍ତ୍ତମାନ ଇରାନ-ଇସ୍ରାଏଲ ମଧ୍ୟରେ ଅସ୍ତ୍ର ବିରତି ଘୋଷଣା ହୋଇ ସାରିଛି । ମାତ୍ର ଏହା ମଧ୍ୟରେ ଇରାନ ମିଶନ ‘ମୋସାଦ’ର ଆରମ୍ଭ କରି ଦେଇଛି । ମୋସାଦ ଇସ୍ରାଏଲର ଗୁଇନ୍ଦା ସଂସ୍ଥା । ଏହି ମିଶନ ଜରିଆରେ ଇରାନର ନିଜ ଭୂମିରେ … Continue reading ଜାଣନ୍ତୁ କ’ଣ ଇରାନର ମିଶନ ‘ମୋସାଦ’ ; ଆମେରିକା ପାଇଁ ବି ପ୍ରସ୍ତୁତ କରିଛି ଯୋଜନା..