www.samajalive.in
Thursday, December 11, 2025
14.1 C
Bhubaneswar

ପାଟିକୁ ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ହିତକାରକ ଏହି ଦୋସା

ଆବଶ୍ୟକ ସାମଗ୍ରୀ
ଗହମ ଅଟା – ୨କପ
ଚାଉଳ ଗୁଣ୍ଡ – ୨କପ
ଖଟା ଦହି – ୧କପ
ଜିରା – ୧ଚାମଚ
କଞ୍ଚା ଲଙ୍କା – ୪ଟି କଟା ଯାଇଥିବା
ଲୁଣ – ଆବଶ୍ୟକ ସାମଗ୍ରୀ
ଭୁସଙ୍ଗପତ୍ର – ୫ ରୁ ୬ଟି
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟା ଓ ଚାଉଳ ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ କଞ୍ଚାଲଙ୍କା, ଲୁଣ, ଦହି, ଭୁସଙ୍ଗପତ୍ର, ଜିରାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏଥିରେ ଅଳ୍ପ ପାଣି ମିଶାଇ ଭଲ ଭାବେ ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ। ମିଶ୍ରଣକୁ ତାୱାରେ ପକାଇ ଗୋଲ୍‌‌ ଦୋସା ଆକୃତିର ପକାଇ ଚାରି ପଟେ ତେଲ ବୁଲାଇ ଦିଅନ୍ତୁ। ଏହାର ଉଭୟ ପଟ ଭଲ ଭାବେ ଓଲଟାଇ ତାୱାରେସେକି ଏକ ପ୍ଲେଟକୁ କାଢି ଦିଅନ୍ତୁ। ଏହାକୁ ନଡିଆ ଚଟଣି ସହ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଦୋସା।

ଶନି-ସୂର୍ଯ୍ୟଙ୍କ ନବପଞ୍ଚମ ରାଜଯୋଗ; ଏହି ୩ ରାଶିଙ୍କ ଭାଗ୍ୟକୁ ସୁନା ଭଳି ଚମକାଇବେ ଶନି, ମିଳିବ ବଡ ସଫଳତା..

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories