ଶନି-ସୂର୍ଯ୍ୟଙ୍କ ନବପଞ୍ଚମ ରାଜଯୋଗ; ଏହି ୩ ରାଶିଙ୍କ ଭାଗ୍ୟକୁ ସୁନା ଭଳି ଚମକାଇବେ ଶନି, ମିଳିବ ବଡ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ କର୍ମଫଳଦାତା କୁହାଯାଏ । ମାନ୍ୟତା ଅନୁସାରେ ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ଶନି ସେମାନଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରି ଥାନ୍ତି । ଶନି ଗ୍ରହ ଅନ୍ୟ ଗ୍ରହ ସହ ଏକାଠି ହେବା ପରେ ବିଶେଷ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷ ଗଣନାନୁସାରେ ଏହି ସମୟରେ ଶନି ମୀନ ରାଶିରେ ବିରାଜମାନ ରହିଛନ୍ତି । ଏହି ରାଶିରେ ପ୍ରାୟ ୨୦୨୭ ପର୍ଯ୍ୟନ୍ତ ରହିବେ। ମାତ୍ର ଏହା ପୂର୍ବରୁ ଶନି ଅନେକ … Continue reading ଶନି-ସୂର୍ଯ୍ୟଙ୍କ ନବପଞ୍ଚମ ରାଜଯୋଗ; ଏହି ୩ ରାଶିଙ୍କ ଭାଗ୍ୟକୁ ସୁନା ଭଳି ଚମକାଇବେ ଶନି, ମିଳିବ ବଡ ସଫଳତା..