www.samajalive.in
Monday, December 15, 2025
15.1 C
Bhubaneswar

ଫେବୃଆରୀ ପହିଲାରୁ ବିଶ୍ୱ ପୁସ୍ତକ ମେଳା, ଆସିବେ ୫୦ରୁ ଅଧିକ ଦେଶ

ଡେସ୍କ: ନୂଆଦିଲ୍ଲୀର ଭାରତ ମଣ୍ଡପରେ ଫେବୃଆରୀ ପହିଲାରୁ ଆରମ୍ଭ ହେବ ବିଶ୍ୱ ପୁସ୍ତକ ମେଳା ୨୦୨୫। ଚଳିତ ବର୍ଷ ଭାରତୀୟ ଗଣତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ମେଳାର ବିଷୟବସ୍ତୁ ରହିଛି ‘ଆମେ ଭାରତୀୟ ଜନତା’। ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବେ। ଜାତୀୟ ପୁସ୍ତକ ଟ୍ରଷ୍ଟର ନିର୍ଦେଶକ ଯୁବରାଜ ମଲ୍ଲିକ କହିଛନ୍ତି ଯେ ଚଳିତ ବର୍ଷ ରୁଷ ଏହି ମେଳାର ମୁଖ୍ୟ ଆକର୍ଷଣ ହେବ ଏବଂ ଫ୍ରାନ୍ସ, ଆର୍ଜେଣ୍ଟିନା, ସ୍ପେନ୍, କଲମ୍ବିଆ, ଆବୁଧାବି ଏବଂ କତାର ସମେତ ୫୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ। ମେଳାରେ ପାଖାପାଖି ଦୁଇ ହଜାର ପ୍ରକାଶକ ଓ ଏକ ହଜାର ବକ୍ତା ଯୋଗଦେବେ ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories