www.samajalive.in
Thursday, December 11, 2025
16.1 C
Bhubaneswar

ମହିଳା ନା ପୁରୁଷ କାହା ନିକଟରେ ଥାଏ ବ୍ରେନ୍‌ ଷ୍ଟ୍ରୋକ୍‌ର ଅଧିକ ଭୟ ; ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

ବର୍ତ୍ତମାନର ପରିବର୍ତ୍ତନଶୀଳ ଜୀବନଶୈଳୀ, ମାନସିକ ଦୁଃଶ୍ଚିନ୍ତା, ଭୁଲ୍‌ ଖାଦ୍ୟପେୟର ଅଭ୍ୟାସ କାରଣରୁ ବ୍ରେନ୍‌ ଷ୍ଟ୍ରୋକ୍‌ର ମାମଲା ବୃଦ୍ଧି ପାଉଥିବା ଦେଖାଯାଉଛି । ମାତ୍ର ଆପଣ ଜାଣନ୍ତି କି ବ୍ରେନ୍‌ ଷ୍ଟ୍ରୋକ୍‌ର ବିପଦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିକଟରେ ହେବାର ଅଧିକ ସମ୍ଭାବନା ଥାଏ । ଅନେକ ଗବେଷଣା ଓ ମେଡିକାଲ୍‌ ରିପୋର୍ଟରୁ ଏହା ପ୍ରମାଣିତ ହୋଇଛି ବୋଲି ଜଣାପଡିଛି ।
ବିଶେଷଜ୍ଞଙ୍କ ମତରେ ମହିଳାଙ୍କ ନିକଟରେ ଷ୍ଟ୍ରୋକ୍‌ର ଭୟ ବୟସ ଅନୁସାରେ ବୃଦ୍ଧି ପାଇଥାଏ । ବିଶେଷ କରି ହରମୋନ୍‌ରେ ପରିବର୍ତ୍ତନ, ଗର୍ଭନିରୋଧକ ବଟିକାର ସେବନ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଆଦି କାରଣରୁ ବ୍ରେନ୍‌ ଷ୍ଟ୍ରୋକ୍‌ର ସମ୍ଭାବନା ଅଧିକ ଥାଏ । ଏହାବ୍ୟତୀତ ଅତ୍ୟଧିକ ମାନସିକ ଦୁଃଶ୍ଚିନ୍ତା, ମାଇଗ୍ରେନ୍‌ ଓ ଅନ୍ୟାନ୍ୟ ସ୍ଥିତି କାରଣରୁ ମଧ୍ୟ ଏହାର ସମ୍ଭାବନା ଥାଏ ।

ସୂର୍ଯ୍ୟ କରିବେ ଚଳନ ; ଏକାଠି ହେବେ ବୁଧ,ବୃହସ୍ପତି, ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ଜାଣନ୍ତୁ କେଉଁଥିରେ ମିଳିବ ସଫଳତା..

- Advertisement -

ଆରମ୍ଭର ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା..
ଷ୍ଟ୍ରୋକ୍‌ ହଠାତ୍‌ ହୋଇଥାଏ । ମାତ୍ର ପୂର୍ବରୁ କିଛି ଲକ୍ଷଣ ସାମ୍ନାକୁ ଆସିଥାଏ । ଏହି ଆରମ୍ଭ ଲକ୍ଷଣକୁ ଅଣଦେଖା ନକଲେ ଜୀବନ ପ୍ରତି ଥିବା ବିପଦକୁ ଦୂର କରାଯାଇପାରିବ..ଜାଣନ୍ତୁ ଏହି ସଙ୍କେତ ବିଷୟରେ..

ତ୍ୱଚାର ଗୋଟିଏ ପାଖରେ ହଠାତ୍‌ ପରିବର୍ତ୍ତନ ଦେଖାଯିବା କିମ୍ବା ବଙ୍କା ହେବା ଭଳି ଅନୁଭବ ହେବା

ଗୋଟିଏ କିମ୍ବା ୨ଟି ହାତରେ ଅତ୍ୟଧିକ ଦୁର୍ବଳତା ଅନୁଭବ ହେବା

କଥା କହିବା କିମ୍ବା ବୁଝିବାରେ ସମସ୍ୟା ହେବା

ଅତ୍ୟଧିକ ମୁଣ୍ଡ ବିନ୍ଧା

ହଠାତ୍‌ ଦୃଷ୍ଟିଶକ୍ତି ହ୍ରାସ ପାଇବା

ଚାଲିବା ସମୟରେ କିମ୍ବା ଅନ୍ୟ ସମୟରେ ମୁଣ୍ଡ ବୁଲାଇବା

ମାତ୍ର ୪୧୨ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ରେଡ୍‌ମିର ଏହି ୫ଜି ସ୍ମାର୍ଟଫୋନ୍‌, ଜବରଦସ୍ତ ଫିଚର୍‌ ପୁଣି ମିଳିବ ରିହାତି..

ହସି ହସି ଗଡି ଯିବେ.. ଦେଖନ୍ତୁ ଭିଡିଓ ; ବିବାହ ଭୋଜିରେ ଲଫାପା ନାହିଁ ତ ଖାଇବା ପ୍ଲେଟ ନାହିଁ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories