www.samajalive.in
Saturday, December 6, 2025
23.1 C
Bhubaneswar

ହସି ହସି ଗଡି ଯିବେ.. ଦେଖନ୍ତୁ ଭିଡିଓ ; ବିବାହ ଭୋଜିରେ ଲଫାପା ନାହିଁ ତ ଖାଇବା ପ୍ଲେଟ ନାହିଁ

ନୂଆଦିଲ୍ଲୀ : ବିବାହ ପରେ ବର-କନ୍ୟା ଷ୍ଟେଜ୍‌ ଉପରେ ଥିବା ସମୟରେ ଅତିଥି ସେମାନଙ୍କୁ ଉପହାର ଓ ଲଫାପାରେ ଟଙ୍କା ଦେବା ନିଶ୍ଚୟ ଦେଖିଥିବେ । ନିକଟରେ ବିବାହ ଓ ଲଫାପାକୁ ନେଇ ଏମିତି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, ବିବାହକୁ ଆସୁଥିବା ଅତିଥିମାନଙ୍କୁ ଖାଦ୍ୟ ସେବନ ପାଇଁ ପ୍ଲେଟ୍‌ ମିଳୁ ନାହିଁ । ଏହାର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଏହି ଭିିଡିଓ ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । କିଛି ଲୋକେ ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

- Advertisement -

ବିବାହରେ ଆସିଥିବା ଅତିଥିମାନଙ୍କୁ ଲଫାପା ଦେବା ପରେ ହିଁ ଖାଦ୍ୟ ପ୍ଲେଟ୍‌ ମିଳୁଛି । ଅତିଥିମାନେ ପ୍ରଥମେ ଲଫାପା ଦେଉଛନ୍ତି । ଏହାପରେ ହିଁ ସେମାନଙ୍କୁ ଖାଦ୍ୟ ଖାଇବାକୁ ପ୍ଲେଟ୍‌ ମିଳୁଛି । ଯେଉଁମାନଙ୍କ ନିକଟରେ ଲଫାପା ନାହିଁ ସେମାନଙ୍କୁ ଖାଦ୍ୟ ଖାଇବାକୁ ପ୍ଲେଟ୍‌ ମିଳୁ ନାହିଁ । କେବଳ ମଜା ପାଇଁ ଏଭଳି ଭିଡିଓ ରେକର୍ଡ କରାଯାଇଛି ବୋଲି କୁହାଯାଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ସୂର୍ଯ୍ୟ କରିବେ ଚଳନ ; ଏକାଠି ହେବେ ବୁଧ,ବୃହସ୍ପତି, ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ଜାଣନ୍ତୁ କେଉଁଥିରେ ମିଳିବ ସଫଳତା..

ପୁଣି କମିଲା ସୁନା ଦାମ୍‌ ; ଜାଣନ୍ତୁ କେତେ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories