www.samajalive.in
Sunday, December 7, 2025
23.1 C
Bhubaneswar

ସୂର୍ଯ୍ୟ କରିବେ ଚଳନ ; ଏକାଠି ହେବେ ବୁଧ,ବୃହସ୍ପତି, ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ଜାଣନ୍ତୁ କେଉଁଥିରେ ମିଳିବ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ବିଶେଷ କରି ଗ୍ରହଙ୍କ ରାଜା ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ। ଜୁନ୍‌ ୬ରେ ବୁଧ ଗ୍ରହ ମିଥୁନ ରାଶିରେ ପ୍ରବେଶ କରିଛନ୍ତି । ଏଠାରେ ପୂର୍ବରୁ ବୃହସ୍ପତି ଏଠାରେ ବିରାଜମାନ ରହିଛନ୍ତି ।

୧୫ ଜୁନ୍‌ ୨୦୨୫ରେ ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରିବେ । ଏହି ଚଳନ ସମୟରେ ସୂର୍ଯ୍ୟ, ବୁଧ ଓ ଗୁରୁଙ୍କର ତ୍ରିଗ୍ରହୀ ଯୋଗ ହେବ । ଏହାର ପ୍ରଭାବରେ କିଛି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଜାଣନ୍ତୁ..

- Advertisement -

ବୃଷ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ବ୍ୟବସାୟରେ ଶୁଭଫଳ ମିଳିବ । ଆୟରେ ମଧ୍ୟ ବୃଦ୍ଧି ହେବ ।

ମିଥୁନ- ଏହି ରାଶିଙ୍କ ଶୁଭ ସମୟ ଆରମ୍ଭ ହେବ । ଆୟରେ ବୃଦ୍ଧି ହେବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

ସିଂହ- ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଶୁଭଫଳ ମିଳିବ ।

କନ୍ୟା- କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଚାକିରିରେ ନୂଆ ନୂଆ ସୁଯୋଗ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ଚିନ୍ତା ଦୂର ହେବ ।

ବିଛା- ବ୍ୟବସାୟୀଙ୍କୁ ବଡ ଲାଭ ମିଳିବ । ଟଙ୍କା ସହ ଜଡିତ ସମସ୍ତ ସମସ୍ୟା ଦୂର ହେବ । ଧାର୍ମିକ ଯାତ୍ରାର ଯୋଗ ରହିଛି ।

ମକର- ମାନ-ସମ୍ମାନ, ପଦ ପ୍ରତିଷ୍ଠା ବୃଦ୍ଧି ହେବ । ସହକର୍ମୀଙ୍କ ସହଯୋଗ ମିଳିବ । ଅନେକ ପ୍ରଶଂସା ମିଳିବ । ପଦନ୍ନୋତିର ଯୋଗ ରହିଛି ।

ତୁଳା- ଏହି ରାଶିଙ୍କୁ ବିଶେଷ ଲାଭ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବେ । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ମାନସିକ ଚିନ୍ତାରୁ ମୁକ୍ତି ମିଳିବ । ଶରୀର ସୁସ୍ଥ ରହିବ । ସଫଳତା ମିଳିବ ।

କୁମ୍ଭ- ଅନେକ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ । ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ । ଧନ ଲାଭର ଯୋଗ ରହିଛି । ପରିବାରରେ ସୁଖମୟ ପରିବେଶ ରହିବ । ସହକର୍ମୀ ଓ ବରିଷ୍ଠକର୍ମଚାରୀଙ୍କ ସହଯୋଗ ମିଳିବ । ଶରୀର ସୁସ୍ଥ ରହିବ । ପୁରୁଣା ସମସ୍ୟା ଦୂର ହେବ ।

ଧନୁ- ଭାଗ୍ୟର ସାଥ୍‌ ମିଳିବ । ଅଟକି ଥିବା କାମ ପୂରଣ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନିଅନ୍ତୁ ।

ବଡ ଅଘଟଣ ; ମୁମ୍ବାଇରେ ଚଳନ୍ତା ଟ୍ରେନ୍‌ରୁ ଖସି ୫ ଯାତ୍ରୀ ମୃତ

 

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories