ବଡ ଅଘଟଣ ; ମୁମ୍ବାଇରେ ଚଳନ୍ତା ଟ୍ରେନ୍‌ରୁ ଖସି ୫ ଯାତ୍ରୀ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ଠାଣେରେ ସୋମବାର ସକାଳେ ଏକ ବଡ ଅଘଟଣ ଘଟିଛି। ଠାଣେର ମୁମ୍ବ୍ରା ରେଲୱେ ଷ୍ଟେସନରେ ସିଏସଏମଟି ଅଭିମୁଖେ ଯାଉଥିବା ଲୋକାଲ୍‌ ଟ୍ରେନ୍‌ରୁ ଅନେକ ଯାତ୍ରୀ ଧାରଣାକୁ ଖସି ପଡି ଏଯାଏଁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନାନୁସାରେ ୧୦ ରୁ ୧୨ ଯାତ୍ରୀ ଟ୍ରେନ୍‌ରୁ ଖସି ପଡିଛନ୍ତି । ଟ୍ରେନ୍‌ରେ ଅତ୍ୟଧିକ ଭିଡ କାରଣରୁ ଏଭଳି … Continue reading ବଡ ଅଘଟଣ ; ମୁମ୍ବାଇରେ ଚଳନ୍ତା ଟ୍ରେନ୍‌ରୁ ଖସି ୫ ଯାତ୍ରୀ ମୃତ