ପୁଣି କମିଲା ସୁନା ଦାମ୍ ; ଜାଣନ୍ତୁ କେତେ
ଭୁବନେଶ୍ୱର : ପୁଣି କମିଲା ସୁନା ଦାମ୍ । ଜୁନ୍ ୯ ଅର୍ଥାତ୍ ସୋମବାର କମିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୭,୬୯୦ ଟଙ୍କା ରହିଛି । ଗତକାଲି ୯୭,୯୭୦ ଟଙ୍କା ଥିଲା । ଏଥିରେ ୨୮୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୯,୫୫୦ ଟଙ୍କା ରହିଛି । ଗତକାଲି ୮୯,୮୦୦ ଥିଲା । ଏଥିରେ ୨୫୦ ଟଙ୍କା ହ୍ରାସ ହୋଇଛି … Continue reading ପୁଣି କମିଲା ସୁନା ଦାମ୍ ; ଜାଣନ୍ତୁ କେତେ
Copy and paste this URL into your WordPress site to embed
Copy and paste this code into your site to embed