www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧ଟା ମୁଖ୍ୟ ଖବର

ଆମେରିକାରେ ୨୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା
ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଦୁର୍ଘଟଣା ହୋଇଥିବା ସୂଚନା
ଏକାଥିକ ଯାତ୍ରୀ ଗୁରୁତର..

ଆଜି ରଥଯାତ୍ରା ପାଇଁ ବସିବ ଦ୍ୱିତୀୟ ସମନ୍ୱୟ ବୈଠକ
ଦିନ ୧୧ଟାରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ଶୃଙ୍ଖଳିତ ରଥଯାତ୍ରା ନେଇ ହେବ ବିସ୍ତୁତ ଆଲୋଚନା..

- Advertisement -

ମେଘାଳୟ ହନିମୁନ୍‍ ଦମ୍ପତ୍ତି ନିଖୋଜ ଘଟଣାରେ ବଡ ଟ୍ୱିଷ୍ଟ
୭ଦିନ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୁଲିସ
ସୁପାରି କିଲରଙ୍କୁ ଡାକିଥିଲା ସ୍ତ୍ରୀ
ହତ୍ୟା ପରେ ସ୍ୱାମୀର ମୃତଦେହକୁ ନିଖୋଜ କରିଦେଇଥିଲା ସ୍ତ୍ରୀ..

ବଡ ଅଘଟଣ ; ମୁମ୍ବାଇରେ ଚଳନ୍ତା ଟ୍ରେନ୍‌ରୁ ଖସି ୫ ଯାତ୍ରୀ ମୃତ..

ସୂର୍ଯ୍ୟ କରିବେ ଚଳନ ; ଏକାଠି ହେବେ ବୁଧ,ବୃହସ୍ପତି, ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ଜାଣନ୍ତୁ କେଉଁଥିରେ ମିଳିବ ସଫଳତା..

ସାନ ଭାଇର ଲୁହା ଛଡ ଆକ୍ରମଣରେ ବଡ ଭଉଣୀ ମୃତ..

ପଣସ ବୋଝେଇ ପିକଅପ ଧକ୍କାରେ ବାପ-ପୁଅ ମୃତ, ଗାଡି ଜବତ..

ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ
ସମୟ ଅଛି ସତର୍କ ହୋଇଯାଅ ବୋଲି କହିଲେ..

ହସି ହସି ଗଡି ଯିବେ.. ଦେଖନ୍ତୁ ଭିଡିଓ ; ବିବାହ ଭୋଜିରେ ଲଫାପା ନାହିଁ ତ ଖାଇବା ପ୍ଲେଟ ନାହିଁ

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories