ଧର୍ମଗଡ ଉପଜିଲ୍ଲାପାଳ ଧୀମାନ୍ ଚକ୍ମା ଗିରଫ.. ଆଇଏଏସ୍ ଧୀମାନ୍ ଚକ୍ମାଙ୍କୁ ଗିରଫ କଲା ଭିଜିଲାନ୍ସ.. ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ସେଲ୍ ଦ୍ଵାରା ଧରା ପଡ଼ିଥିଲେ ଧୀମାନ୍..
ପୁରୀ ରଥଯାତ୍ରା ପାଇଁ ୩୬୫ ସ୍ୱତନ୍ତ୍ର ଟ୍ରେନ୍, ନିୟୋଜିତ ହେବେ ୩୦୦ ଅଧିକ ଡାକ୍ତର.. ମାଗଣା ଅଟୋ ରିକ୍ସା ସେବା ଉପଲବ୍ଧ ହେବ.. ସମନ୍ବୟ ବୈଠକରେ ନିଷ୍ପତ୍ତି..
କେରଳ ଉପକୂଳରେ ସିଙ୍ଗାପୁର ପତାକା ଥିବା କଣ୍ଟେନର ଜାହାଜରେ ବିସ୍ଫୋରଣ.. ୧୮ ଉଦ୍ଧାର, ୪ ନିଖୋଜ..
ସୁକମା ଜିଲା ଗୋଲାପଲ୍ଲିରେ ଆଇଇଡି ବିସ୍ଫୋରଣ.. ଜଣେ ଏଏସପି ଶହୀଦ, ଅନ୍ୟ ୨ ଅଧିକାରୀ ଗୁରୁତର..
ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ.. ସମୟ ଅଛି ସତର୍କ ହୋଇଯାଅ ବୋଲି କହିଲେ..



