www.samajalive.in
Saturday, December 13, 2025
26.1 C
Bhubaneswar

ରଥଯାତ୍ରା ପାଇଁ ୨ୟ ସମନ୍ୱୟ ବୈଠକ ; ସବୁକିଛି ସୁରୁଖୁରୁରେ ହେବ- ଆଇନମନ୍ତ୍ରୀ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ୨ୟ ସମନ୍ୱୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଛି । ମନ୍ତ୍ରୀ କହିଛନ୍ତି, ପ୍ରାୟ ୮୦ %  ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇ ସାରିଛି।
ଗୁଣ୍ଡିଚାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦% ପ୍ରସ୍ତୁତି ସରିବ। ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟରେ କାର୍ଯ୍ୟ ଚାଲିଛି । ମହାପ୍ରଭୁ ନିଜେ ସବୁ କିଛି କରାନ୍ତି, ସବୁକିଛି ସୁରୁଖୁରୁରେ ହେବ।

୩ ଶହ ଡାକ୍ତର ଚିକିତ୍ସା ସେବା ବୁଝିବେ। ୧୫ଟି ଆଇସିୟୁ ବେଡ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେଣୁ କୋଭିଡ୍‌ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ।

ମାତ୍ର ୪୧୨ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ରେଡ୍‌ମିର ଏହି ୫ଜି ସ୍ମାର୍ଟଫୋନ୍‌, ଜବରଦସ୍ତ ଫିଚର୍‌ ପୁଣି ମିଳିବ ରିହାତି..

- Advertisement -

ଏଆଇ ସୁରକ୍ଷା ବ୍ୟବସ୍ଥା ସିସିଟିଭି କ୍ୟାମେରା ମାଧ୍ୟମରେ ନିୟନ୍ତ୍ରିିତ ହେବ। ରଥନିର୍ମାଣ କାର୍ଯ୍ୟ ସୁରୁଖୁରୁରେ, ରାସ୍ତା ମରାମତି, ବିଦ୍ୟୁତ୍‌ ସେବା ଯୋଗାଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ୍‌ କଟକଣା, ସ୍ୱାସ୍ଥ୍ୟ ସେବା ଆଦି ପ୍ରସଙ୍ଗରେ ବିଭିନ୍ନ ଅଧିକାରୀ, ସେବାୟତଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି।

ସୂର୍ଯ୍ୟ କରିବେ ଚଳନ ; ଏକାଠି ହେବେ ବୁଧ,ବୃହସ୍ପତି, ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ଜାଣନ୍ତୁ କେଉଁଥିରେ ମିଳିବ ସଫଳତା..

ଏହାସହ ରଥଯାତ୍ରାରରେ ସମସ୍ତ ନୀତିକାନ୍ତି, ନୀତିନିର୍ଦ୍ଦଣ୍ଟ, ଏକାଠି ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ, ରହିବା ସୁବିଧା, ଭିଡ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ, ବସ୍‌, ଟ୍ରେନ୍‌ ଯାତ୍ରାକୁ ସୁଗମ କରିବା,ଉତ୍ତମ ମାନର ଖାଦ୍ୟ ବିକ୍ରି ଆଦି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ମହିଳା ନା ପୁରୁଷ କାହା ନିକଟରେ ଥାଏ ବ୍ରେନ୍‌ ଷ୍ଟ୍ରୋକ୍‌ର ଅଧିକ ଭୟ ; ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories