ହସି ହସି ଗଡି ଯିବେ.. ଦେଖନ୍ତୁ ଭିଡିଓ ; ବିବାହ ଭୋଜିରେ ଲଫାପା ନାହିଁ ତ ଖାଇବା ପ୍ଲେଟ ନାହିଁ
ନୂଆଦିଲ୍ଲୀ : ବିବାହ ପରେ ବର-କନ୍ୟା ଷ୍ଟେଜ୍ ଉପରେ ଥିବା ସମୟରେ ଅତିଥି ସେମାନଙ୍କୁ ଉପହାର ଓ ଲଫାପାରେ ଟଙ୍କା ଦେବା ନିଶ୍ଚୟ ଦେଖିଥିବେ । ନିକଟରେ ବିବାହ ଓ ଲଫାପାକୁ ନେଇ ଏମିତି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି, ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭାଇରାଲ୍ ହେଉଥିବା ଭିଡିଓରେ ଦେଖିପାରିବେ, ବିବାହକୁ ଆସୁଥିବା ଅତିଥିମାନଙ୍କୁ ଖାଦ୍ୟ ସେବନ ପାଇଁ ପ୍ଲେଟ୍ ମିଳୁ ନାହିଁ । ଏହାର କାରଣ … Continue reading ହସି ହସି ଗଡି ଯିବେ.. ଦେଖନ୍ତୁ ଭିଡିଓ ; ବିବାହ ଭୋଜିରେ ଲଫାପା ନାହିଁ ତ ଖାଇବା ପ୍ଲେଟ ନାହିଁ
Copy and paste this URL into your WordPress site to embed
Copy and paste this code into your site to embed