www.samajalive.in
Monday, December 15, 2025
16.1 C
Bhubaneswar

ଗୋଟିଏ ବ୍ରଶ୍‌‌ରେ କେତେ ଦିନ ଦାନ୍ତ ଘଷିବେ?

ସକାଳେ ଶେଯ ତ୍ୟାଗ କରିବା ପରେ ସଭିଏଁ ପ୍ରଥମେ ଦାନ୍ତ ଘଷି ଥାଆନ୍ତି। ଦାନ୍ତ ଘଷିବା ଦ୍ୱାରା ଏହା ସଫା ହେବା ସହ ସ୍ୱାସ୍ଥ୍ୟକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏଥିପାଇଁ ସାଧାରଣତଃ ବ୍ରଶ୍‌‌ର ବ୍ୟବହାର କରି ଥାଆନ୍ତି। ମାତ୍ର ଦାନ୍ତ ସଫା କରିବା ପାଇଁ ବ୍ୟବହାର କରାଯାଉଥିବା ବ୍ରଶ୍‌‌ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଯାହା ଜାଣିବା ନିତାନ୍ତ ଆବଶ୍ୟକ। ନଚେତ୍‌‌ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଦାନ୍ତ ସଫା କରିବା ପାଇଁ ବ୍ରଶ୍‌‌ ନିତାନ୍ତ ଜରୁରୀ। ମାତ୍ର ସଠିକ୍‌‌ ସମୟ ଅନୁଯାୟୀ ଏହାକୁ ବଦଳାଇବା ଆବଶ୍ୟକ। ଏହା ଦ୍ୱାରା ଦାନ୍ତ ଓ ମାଢିରେ ହେଉଥିବା ସଂକ୍ରମଣ ତଥା ଅନ୍ୟାନ୍ୟ ରୋଗରୁ ମୁକ୍ତି ମିଳିଥାଏ।
ଦାନ୍ତ ବିଶେଷଜ୍ଞ ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପ୍ରତି ୨ ରୁ ୩ ମାସ ମଧ୍ୟରେ ବ୍ରଶ୍‌‌ ବଦଳାଇବା ଉଚିିତ୍‌‌।
ଅଧିକ ଦିନ ପର୍ଯ୍ୟନ୍ତ ଏହାର ବ୍ୟବହାର କରିବା ଉଚିତ୍‌‌ ନୁହେଁ। ଗୋଟିଏ ବ୍ରଶ୍‌‌କୁ ଅଧିକ ଦିନ ଯାଏଁ ବ୍ୟବହାର କଲେ ଦାନ୍ତରେ ବ୍ୟାକ୍ଟେରିଆ ବୃଦ୍ଧି ସହ ସଂକ୍ରମଣ ଓ ବିଭିନ୍ନ ରୋଗ ହେବାର ଅଧିକ ସମ୍ଭାବନା ଥାଏ।
ଅଧିକ ଦିନ ଯାଏଁ ଗୋଟିଏ ବ୍ରଶ୍‌‌କୁ ବ୍ୟବହାର କରିବା ଦ୍ୱାରା ମାଢି ଉପରେ କୁପ୍ରଭାବ ପଡିବା ସହ ବିଭିନ୍ନ ରୋଗର କାରଣ ପାଲଟିଥାଏ।
ବ୍ରଶ୍‌‌ ସର୍ବଦା ନରମ ଓ ଆକାରରେ ମଧ୍ୟମ ହେବା ଦାନ୍ତ ପାଇଁ ଉପକାରୀ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories