ଭୁବନେଶ୍ୱର : ତାତିରୁ ମିଳୁ ନାହିଁ ନିସ୍ତାର।ଶୁକ୍ରବାର ସାଢେ ୧୧ରେ ତାପମାତ୍ରା ଟପିଲା ୪୨ ଡିଗ୍ରୀ। ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁର ୪୨, ହୀରାକୁଦ ୪୦.୪, ରାଉରକେଲା ୩୫, ଗୋପାଳପୁର ୩୪, ପୁରୀ ୩୩.୯, କେନ୍ଦୁଝର ୩୩.୪, ଭୁବନେଶ୍ୱର ୩୩.୫ ମାତ୍ର ଆର୍ଦ୍ରତା ୭୮ ପ୍ରତିଶତ ଥିବାରୁ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି।
୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..



