www.samajalive.in
Friday, December 5, 2025
20.1 C
Bhubaneswar

୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..

ହିନ୍ଦୁ ପଞ୍ଜିକା ଅନୁସାରେ ପ୍ରତ୍ୟେବ ବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ଶନି ଜୟନ୍ତୀ ପାଳନ କରାଯାଏ। ଚଳିତ ବର୍ଷ ୬ ଜୁନରେ ଶନି ଜୟନ୍ତୀ। ଶନି ଜୟନ୍ତୀ ଦିନ ନ୍ୟାୟର ଦେବତା ଶନିଦେବଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଏହାସହ ମନସ୍କାମନା ପୂରଣ ପାଇଁ ବ୍ରତ ଉପବାସ ମଧ୍ୟ କରାଯାଏ। ଶନିଦେବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ସମସ୍ତ ପ୍ରକାର ସୁଖ ସୁବିଧା ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।

ଧାର୍ମିକ ମାନ୍ୟତା ଅନୁଯାୟୀ, ଶନି ଦେବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ। ଗ୍ରହଙ୍କ ଅଶୁଭ ପ୍ରଭାବ ଦୂର ହୋଇଥାଏ। ଜାଣନ୍ତୁ ରାଶି ଅନୁଯାୟୀ, କେଉଁ ଜିନିଷ ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ। ଦାନ କରିବା ଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିବା ସହ ସୌଭାଗ୍ୟ ପ୍ରାପ୍ତି ଓ ଆୟରେ ବୃଦ୍ଧି ହୋଇଥାଏ।

- Advertisement -

ମେଷ –ମେଷ ରାଶିର ବ୍ୟକ୍ତି ବିଶେଷ ଶନି ଜୟନ୍ତୀ ଦିନ ଲାଲ ରଙ୍ଗର ଫଳ କିମ୍ବା ବସ୍ତ୍ର ଦାନ କରନ୍ତୁ।

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷ ଚାଉଳ, ଚିନି ଓ କ୍ଷୀର ଦାନ କରନ୍ତୁ।

ମିଥୁନ – ମିଥୁନ ରାଶି ବ୍ୟକ୍ତି ବିଶେଷ ନୀଳ ରଙ୍ଗର ବସ୍ତ୍ର ଦାନ କରନ୍ତୁ।

କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ ଚାଉଳ ଓ ଧଳା ରଙ୍ଗର ବସ୍ତ୍ର ଦାନ କରିବା ଉଚିତ୍।

ସିଂହ – ସିଂହ ରାଶିର ବ୍ୟକ୍ତି ବିଶେଷ ଲାଲ ରଙ୍ଗର ବସ୍ତ୍ର ଦାନ କରନ୍ତୁ।

ଜୁନ୍ ୨୦୨୪; ୫ ଗ୍ରହଙ୍କ ରାଶି ପରିବର୍ତ୍ତନ, ୫ରାଶିଙ୍କ ପୂରା ବଦଳି ଯିବ ଭାଗ୍ୟ, ସବୁ ଇଚ୍ଛା ହେବ ପୂରଣ..

କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ଗୋଶାଳାରେ ଚାରା ପାଇଁ ଟଙ୍କା ଦାନ କରନ୍ତୁ।

ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ପଥଚାରୀଙ୍କୁ ଜଳ ଦାନ କରନ୍ତୁ।

ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ପଥଚାରୀଙ୍କୁ ଆଖୁରସ ଦାନ କରନ୍ତୁ।

ଏସବୁ ଜିନିଷ ଉତ୍ତର ଦିଗରେ ରଖିବା ଅଶୁଭ; ଘରେ କଦାପି ରହିବନି ଟଙ୍କା, ପକେଟ୍ ହେବ ଖାଲି..

ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ମୟୁର ପୁଚ୍ଛ ଦାନ କରନ୍ତୁ।

ମକର – ମକର ରାଶିର ବ୍ୟକ୍ତି ବିଶେଷ ଶିବଙ୍କ ମନ୍ଦିରରେ ଡମ୍ବରୁ ଦାନ କରନ୍ତୁ।

କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ ଚପଲ, ବିରି ଡାଲି ଓ ଛତା ଦାନ କରନ୍ତୁ।

ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ଶନିଙ୍କ କୃପା ପ୍ରାପ୍ତି ପାଇଁ କଦଳୀ, ବେସନ ଲଡୁ ଆଦି ଦାନ କରନ୍ତୁ।

ବଡ ଆଶ୍ୱସ୍ତି ; କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories