www.samajalive.in
Sunday, December 7, 2025
23.1 C
Bhubaneswar

ଖରିଫ ୨୦୨୨ ପାଇଁ ଇନ୍ଦ୍ରାବତୀ ଲିଫ୍ଟ କେନାଲରେ ପାଣି ଛଡ଼ାଗଲା

ମୁଖୀଗୁଡା: ଖରିଫ ୨୦୨୨ ପାଇଁ ଇନ୍ଦ୍ରାବତୀ ଲିଫ୍ଟ କେନାଲରେ ରବିବାର ପାଣି ଛଡ଼ାଯାଇଛି। ଗତ ୬ ତାରିଖରେ ମଙ୍ଗଳପୁର ହାତୀ ବ୍ୟାରେଜରୁ ଇନ୍ଦ୍ରାବତୀ ବାମ ଏବଂ ଡାହାଣ କେନାଲରେ ପାଣି ଛଡ଼ା ଯାଇଥିଲା ।

ଲିଫ୍ଟ କେନାଲ ଯୋଗେ ଜୟପାଟଣା ବ୍ଲକର ୭୬୮.୨ ହେକ୍ଟର, କୋକସରା ବ୍ଲକର ୧୧୩୦୧.୭୧ ହେକ୍ଟର, ଧର୍ମଗଡ଼ ବ୍ଲକର ୬୨୮୪.୮୩ ହେକ୍ଟର, ଜୁନାଗଡ଼ ବ୍ଲକର ୧୯.୯୩ ହେକ୍ଟର ଚାଷଜମିରେ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ଲିଫ୍ଟ କେନାଲରେ ୨ଟି ମୋଟର ଯୋଗେ ୭.୫କ୍ୟୁମେକ୍ସ ପାଣି ଛଡାଯାଇଛି। ଏହି ଅବସରରେ ଇନ୍ଦ୍ରାବତୀ ଲିଫ୍ଟ କେନାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ ଭୋଇ ଏବଂ ଏଲଆଣ୍ଡଟିର କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories