www.samajalive.in
Sunday, December 14, 2025
19.1 C
Bhubaneswar

ଗୋଟିଏ ଘାଟରେ ଭାଲୁ-ମଣିଷ

ନୀଳଗିରି: ନୀଳଗିରି ବ୍ଲକର ଗରଡିହି ପଞ୍ଚାୟତ ଅଧୀନ ଆମ୍ବଝର ନିକଟ ଡାଙ୍ଗରସାହିର ଲୋକେ ଜଳଯନ୍ତ୍ରଣା ଭୋଗୁଛନ୍ତି। ଗାଁରେ ଆଦୌ ନଳକୂପ ନଥିବାରୁ ଲୋକେ ଚୁଆପାଣି ପିଇ ଜୀବନ ବଞ୍ଚାଉଛନ୍ତି। ଏହି ଗାଁଟି କୁଲଡିହା ଅଭୟାରଣ୍ୟର ପାଦଦେଶରେ ହୋଇଥିବାରୁ ଦିନରେ ମଣିଷ ଉକ୍ତ ଚୁଆପାଣିକୁ ବ୍ୟବହାର କରୁଛି। ହେଲେ ରାତିରେ ହାତୀ, ଭାଲୁ, ଶୃଗାଳ ଭଳି ବନ୍ୟଜନ୍ତୁ ଏହି ଚୁଆପାଣି ପିଉଛନ୍ତି। ପାଣି ଦୂଷିତ ହୋଇଥିବାରୁ ଜରୁରୀକାଳୀନ ଭିତ୍ତିରେ ଏଠାରେ ନଳକୂପର ଆବଶ୍ୟକତା ରହିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories