www.samajalive.in
Saturday, December 6, 2025
23.1 C
Bhubaneswar

ଛାତରୁ ଶୁଭୁଥିଲା ଅଜବ ଶବ୍ଦ, ଖୋଳିବା ପରେ ବାହାରିଲା . . .

ଡେସ୍କ: ଅଧିକାଂଶ ସମୟରେ ଘରର ଛାତରୁ କିମ୍ବା ବାଲକୋନିରୁ ଅଜବ ପ୍ରକାର ଶବ୍ଦ ଶୁଭିଥାଏ, ଯାହାକି ଆମକୁ ଭୟଭୀତ କରିଥାଏ। କିନ୍ତୁ ଅନେକ ଲୋକ ଏହାକୁ ଅଣଦେଖା କରନ୍ତି ଏବଂ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ବର୍ତମାନ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଏବଂ ଏହା ପରେ ଆପଣଙ୍କ ଛାତରୁ ଯଦି କିଛି ଏଭଳି ଶବ୍ଦ ଶୁଭୁଥିବ ତାହାକୁ ଗମ୍ଭୀରତାର ସହ ନିଅନ୍ତୁ। ଏବଂ ଏଥିରୁ ଭୟଭୀତ ହେବା ଆରମ୍ଭ କରିବେ।

ଭିଡ଼ିଓକୁ ଜଣାପଡୁଛି ଯେ ଛାତରୁ ବାରମ୍ବାର ଅଜବ ଶବ୍ଦ ଶୁଭୁଥିବାରୁ ଝିଅଟି ଛାତର ଗୋଟିଏ ଅଂଶ ଖୋଳିଥିଲା। ଆଉ ତା ପରେ ଯାହା ବାହାରିଥିଲା ଆପଣ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ଛାତରୁ ବାହାରିଥିଲା ଦୁଇଟି ମୋଟା ମୋଟା ବହୁତ ବଡ ସାପ। ଯାହାକୁ ଝିଅଟି ଅତି ସହଜରେ ଧରି ବାହାରକୁ ଆଣିଥିଲା। ଏହି ଭିଡ଼ିରେ ସତ୍ୟତା ଥିବା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଯଦି ଏହା ସତ୍ୟ ତେବେ ଏହା ନିଶ୍ଚିତ ଭାବରେ ଭୟାନକ। କାରଣ ଏହି ଘଟଣା କାହା ସହିତ ବି ଘଟିପାରେ। ତଥାପି ଆପଣ ସାବଧାନ ରୁହନ୍ତୁ ଏବଂ ନିୟମିତ ଭାବରେ ଆପଣଙ୍କ ଘରର ସବୁ କୋଣ ଗୁଡିକ ସଫା କରନ୍ତୁ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories